Category: International

ବିହାରର ଚା’ ବିକାଳି ସାଇବର ଠକେଇର ମାଷ୍ଟରମାଇଣ୍ଡ: ରେଡ୍‌ ବେଳେ ୧.୦୫ କୋଟି ଟଙ୍କା, ସୁନା ଜବତ

ନୁଆଦିଲ୍ଲୀ,୨୦।୧୦: ବିହାରର ଗୋପାଳଗଞ୍ଜ ଜିଲାରେ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସ ଜଣେ ପୂର୍ବତନ ଚା’ ବିକାଳିଙ୍କ ଘରେ ଚଢ଼ାଉ କରି ୧ କୋଟି ୫ ଲକ୍ଷରୁ ଅଧିକ ଟଙ୍କା, ବହୁ ପରିମାଣର ସୁନା…

ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ: ୭ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

ନୁଆଦିଲ୍ଲୀ : ସାରା ଦେଶରେ ଦୀପାବଳି ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଶଂସକମାନେ ଆଶା କରିଥିଲେ ଯେ, ଟିମ୍ ଇଣ୍ଡିଆ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବ ଏବଂ ଦେଶକୁ ଉପହାର ଦେବ, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ପର୍ଥରେ ଖେଳାଯାଇଥିବା…

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ କରିବେ ଇସ୍ରାଏଲ

ଗାଜା ଯୁଦ୍ଧବିରତିରେ ମଧ୍ୟସ୍ଥତା ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଇସ୍ରାଏଲ’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ଇସ୍ରାଏଲୀ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ କରିବ । ଇସ୍ରାଏଲର ରାଷ୍ଟ୍ରପତି…

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍ ପୁରସ୍କାର

ନୁଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ୨୦୨୫ ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। ‘ଉତ୍ପାଦନ-ଚାଳିତ ଅର୍ଥନୈତିକ ଅଭିବୃଦ୍ଧିକୁ ବାଖ୍ୟା କରିଥିବାରୁ ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଏବଂ ପିଟର୍ ହାୱିଟଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରଦାନ…

ଭାରତରୁ ପାକିସ୍ତାନକୁ ଚେତାବନୀ ଦେଲେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ; ‘ସୁଧୁରିଯା ନ ହେଲେ ଅନ୍ୟ ବାଟ ଅଛି’

ଆଫଗାନିସ୍ତାନ ଓ ପକିସ୍ତାନ ମଧ୍ୟରେ ସୀମାନ୍ତ ସଂଘର୍ଷ ବଢ଼ିବା ପରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର୍ ଖାନ୍ ମୁତ୍ତାକି ରବିବାର ସତର୍କ କରିଛନ୍ତି। ସେ କହିଛନ୍ତି, “ସୀମାନ୍ତରେ ଶାନ୍ତି ପ୍ରୟାସ ବିଫଳ ହେଲେ ଆମେ ଅନ୍ୟ ପଥ ଆପଣାଇବୁ। ପକିସ୍ତାନରେ କିଛି…

ପାକିସ୍ତାନ ଉପରେ ମୃତ୍ୟୁର ତାଣ୍ଡବ ରଚିଲା ତାଲିବାନ, ଭୟଙ୍କର ଆକ୍ରମଣରେ ୫୮ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ

ନୁଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ରାତିସାରା ଚାଲିଥିବା ସୀମାପାର କାର୍ଯ୍ୟାନୁଷ୍ଠାନରେ ଆଫଗାନିସ୍ତାନ ଏବେ ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ପାକିସ୍ତାନ ପୂର୍ବରୁ କାବୁଲରେ ବୋମା ବିସ୍ଫୋରଣ କରିଥିଲା, ଯାହା…

ଭାରତ -ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ: ୫ ୱିକେଟ୍ ବିନିମୟରେ ୫୧୮ ରନ୍ କରି ପ୍ରଥମ ଇନିଂସ ଘୋଷଣା କଲା ଭାରତ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୫ ୱିକେଟ୍ ହରାଇ ୫୧୮ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଛି । ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ପରେ ଅଧିନାୟକ…

ଆସନ୍ତା ୧୧ରେ ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ହେବ ଶୁଭାରମ୍ଭ

ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୧ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ…

ମହିଳା ବିଶ୍ବକପରେ ଭାରତକୁ ତିନି ୱିକେଟରେ ହରାଇଲା ସାଉଥ୍ ଆଫ୍ରିକା

ମହିଳା ବିଶ୍ବକପରେ ଭାରତକୁ ତିନି ୱିକେଟରେ ହରାଇଲା ସାଉଥ୍ ଆଫ୍ରିକା । ନାଡିନ୍ ଡି କ୍ଲାର୍କଙ୍କ ଦୃଢ଼ ଇନିଂସ ଯୋଗୁଁ ଦକ୍ଷିଣ ଆଫ୍ରିକା ଏକଦିବସୀୟ ବିଶ୍ୱକପରେ ଭାରତକୁ ତିନି ୱିକେଟରେ ପରାସ୍ତ କରିଛି। ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ 2025ରେ ଭାରତ…

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ପୁଣି ଭାରତ ସହ ହୋଇପାରେ ଯୁଦ୍ଧ

ଭାରତ -ପାକିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆଶଙ୍କା ପ୍ରକାଶ ପାଇଛି। ମେ’ରେ ‘ଅପରେଶନ ସିନ୍ଦୂର’ ପରଠାରୁ ଦୁଇଦେଶ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିବାବେଳେ ଆମେରିକା ସହ ଭାରତର ସମ୍ପର୍କ ତିକ୍ତ ହୋଇପଡ଼ିଛି।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ଭାରତ ବିରୋଧରେ ପୁଣି ଥରେ…