ପାକିସ୍ତାନ ସେନା ଉପରେ ବଡ଼ ଆକ୍ରମଣ
ପାକିସ୍ତାନରେ ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (ବିଏଲଏଫ) ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ସଂଗଠନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ଅନେକ ଜିଲ୍ଲାରେ ନିରନ୍ତର ଆକ୍ରମଣ କରାଯାଇଥିଲା । ଏହି ସମୟରେ ଅନେକ ସରକାରୀ ବାସଭବନ ଏବଂ ସାମରିକ ଘାଟିକୁ…
ପାକିସ୍ତାନରେ ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (ବିଏଲଏଫ) ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ସଂଗଠନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ଅନେକ ଜିଲ୍ଲାରେ ନିରନ୍ତର ଆକ୍ରମଣ କରାଯାଇଥିଲା । ଏହି ସମୟରେ ଅନେକ ସରକାରୀ ବାସଭବନ ଏବଂ ସାମରିକ ଘାଟିକୁ…
ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଟ୍ଵିନ ସିଟିରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ମୋଷ୍ଟ ଆନସିଣ୍ଟ ୱେଲୱିଟସ୍ଚିଆ ମିରାବିଲିସ୍’ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ୧୯୯୫ରେ ବିଶିଷ୍ଟ ସେବା ଏବଂ ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ପ୍ରତିଷ୍ଠା କରାଯାଇଥିଲା। ଏହି…
ନୂଆଦିଲ୍ଲୀ -ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦମଦାର ପାରିର ଲାଭ ମିଳିଛି ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ । ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ଗିଲ୍ । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାକିଂରେ…
ନୂଆଦିଲ୍ଲୀ, ୦୯/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କଲାର୍ ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସଦର୍ନ କ୍ରସ୍’ ପ୍ରଦାନ କରାଯାଇଛି । ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା…
ଲୋହିତ ସାଗରରେ ଥିବା ଏକ ବ୍ରିଟିସ ଜାହାଜକୁ ୟେମେନ ଉପକୂଳରେ କିଛି ସଶସ୍ତ୍ର ବ୍ୟକ୍ତି ରକେଟ୍ ଓ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଛନ୍ତି। ଏହାକୁ ନେଇ ପଶ୍ଚିମ ଏସିଆରେ ପୁଣି ସାମରିକ ଉତ୍ତେଜନା ବୃଦ୍ଧି ପାଇଛି। ଜାହାଜରେ ଥିବା ଏକ ସୁରକ୍ଷା…
ବର୍ମିଂହାମରେ ଭାରତ ହାସଲ କଲା ବଡ଼ ବିଜୟ । ଏବେ ୫ ଟିକିଆ ସିରିଜ୍ ବରାବର ହୋଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ…
ଇସ୍ରାଏଲ ସେନା ଗାଜା ଉପରେ ଏକ ବଡ଼ ବିମାନ ଆକ୍ରମଣ କରିଛି । ଏହି ଆକ୍ରମଣରେ ୩୩ ଜଣ ପାଲେଷ୍ଟାଇନୀଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ପିଲା ରହିଛନ୍ତି । ଯାହାର ସୂଚନା ହସ୍ପଟାଲ ଅଧିକାରୀମାନେ ରବିବାର ଦିନ…
ଭାରତ କେବଳ ଦ୍ରୁତ ଅର୍ଥନୈତିକ ବିକାଶ ହାସଲ କରୁନାହିଁ, ବରଂ ଏହି ବିକାଶର ସୁଫଳକୁ ଲୋକଙ୍କ ମଧ୍ୟରେ ଉତ୍ତମଭାବେ ବାଣ୍ଟିବାରେ ସଫଳ ହୋଇଛି। ଏହି କାରଣରୁ ଭାରତ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଅର୍ଥନୈତିକ ସମାନତା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି। ଯୁକ୍ତରାଷ୍ଟ୍ର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଚାରି ଦିନିଆ ବ୍ରାଜିଲ ଗସ୍ତରେ ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି । ବ୍ରାଜିଲରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।…