Category: International

ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍‌ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌

ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌। ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍‌ ରେକର୍ଡ ଭାଙ୍ଗିଲେ । ୧୯୭୧ରେ ଗାଭାସ୍କର ପୋର୍ଟ ଅଫ୍‌ ସ୍ପେନ୍‌ରେ ୩୪୪ ରନ୍‌ କରିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ଗାଭାସ୍କର ଉଭୟ ଇନିଂସରେ ୩୪୪…

୧୨ ଦେଶ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କଲେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ଫ୍‍ ୧୨ଟି ଦେଶ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏଥିରେ ସମ୍ପୃକ୍ତ ଦେଶଗୁଡ଼ିକ ଆମେରିକାକୁ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଲାଗୁ ହେବାକୁ ଥିବା ବିଭିନ୍ନ ଶୁଳ୍କ ହାରକୁ ପୂର୍ଣ୍ଣାଙ୍ଗ ରୂପ…

ଆମେରିକାରେ ବନ୍ୟା ପ୍ରଳୟ,୨୪ ମୃତ

ଆମେରିକାର ଦକ୍ଷିଣ ମଧ୍ୟ କ୍ଷେତ୍ରରେ ସ୍ଥିତ ଟେକ୍ସାସ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ…

ଅପରେସନ ସିନ୍ଦୂରରେ ସୀମାରେ ୩ ଦେଶ ସହ ଲଢୁଥିଲା ଭାରତ’, ବଡ ଖୁଲାସା କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ ଭାରତ ସୀମାରେ ୩ ଶତ୍ରୁ ଦେଶ ସହ ଲଢୁଥିଲା । ଭାରତୀୟ ସେନାର ଉପ-ମୁଖ୍ୟ ସେନା କର୍ମଚାରୀ (କ୍ଷମତା ବିକାଶ ଏବଂ ନିରନ୍ତରତା) ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏଫଆଇସିସିଆଇ…

ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ’ ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାରିବିଆଈ…

ପ୍ରଧାନମନ୍ତ୍ରୀ କମଳାଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ପବିତ୍ର ଜଳ ଦେଲେ ମୋଦି, ଉପହାରରେ ରାମ ମନ୍ଦିରର..

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ସଙ୍ଗମର ପବିତ୍ର ଜଳ ପ୍ରଦାନ କରିଛନ୍ତି । ସେ ତାଙ୍କୁ ଶ୍ରୀରାମ ମନ୍ଦିରର ଏକ…

ଏସିଆ କପ୍‌ ଖେଳିବାକୁ ଭାରତ ଆସିବ ପାକିସ୍ତାନ ହକି ଟିମ୍

ଭାରତ ଆସିବ ପାକିସ୍ତାନ ହକି ଟିମ୍ । ଏସିଆ କପ୍‌ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ଖେଳ ମନ୍ତ୍ରାଳାୟ ତରଫରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରେ ଏବେ ହକି ଖେଳକୁ ଗ୍ରୀନ ସିଗନାଲ…

ବଡ଼ ଦୁର୍ଘଟଣା: ସମୁଦ୍ରରେ ବୁଡିଗଲା ଜାହାଜ, ୪୫ ନିଖୋଜ

ଇଣ୍ଡୋନେସିଆର ବାଲି ଦ୍ୱୀପ ନିକଟରେ ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬୫ ଜଣ ଯାତ୍ରୀ ନିଖୋଜ ହୋଇଥିବା ଖବର ମିଳିଛି। ବାଲିର ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀ ନିକଟବର୍ତ୍ତୀ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଉଦ୍ଧାରକାରୀ ସଂସ୍ଥା ଓ…

ପିଏମ୍ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ଘାନାରେ ପହଞ୍ଚିଛନ୍ତି । ସେଠାରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଘାନା ଗସ୍ତ। ତିନି ଦଶନ୍ଧି…

ଆମେରିକାରେ ହିନ୍ଦୁ ମନ୍ଦିରରେ ପୁଣି ଆକ୍ରମଣ; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ନୁଆଦିଲ୍ଲୀ:ପୁଣିଥରେ ଆମେରିକାରେ ଇସ୍କନ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଅପରାଧୀମାନେ ଏବେ ୟୁଟାର ସ୍ପାନିସ୍ ଫୋର୍କରେ ଅବସ୍ଥିତ ଇସ୍କନ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିରକୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି। ଏହି ମନ୍ଦିର ଏହାର ବାର୍ଷିକ ହୋଲି ଉତ୍ସବ ପାଇଁ ବିଶ୍ୱବ୍ୟାପୀ…