ବ୍ରିଟେନ୍ -ମାଳଦ୍ୱୀପକୁ ୪ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ,ମୁକ୍ତ ବ୍ୟାପାର ବୁଝାମଣା ନେଇ ହେବ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିଠାରୁ ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ୪ଦିନିଆ ଗସ୍ତ ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ଶ୍ରୀ ମୋଦୀ ଲଣ୍ଡନଠାରେ ପହଞ୍ôଚବେ । ଭାରତ-ବ୍ରିଟେନ୍ ଦ୍ୱିପାକ୍ଷିକ ସମ୍ପର୍କକୁ…
