ନିଲମ୍ବନ ହେଲେ ଏହି ଦେଶର ପ୍ରଧାନମନ୍ତ୍ରୀ!କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ୟାତୋଙ୍ଗତାର୍ନ ଶିନାଓ୍ବାତ୍ରାଙ୍କୁ ସସପେଣ୍ଡ କରାଯାଇଛି । ଦେଶର ସାମ୍ବିଧାନିକ ନ୍ୟାୟାଳୟ ଆଜି ତାଙ୍କୁ ସସପେଣ୍ଡ କରାଯିବା ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କାମ୍ବୋଡିଆ ସହ ରାଜନୈତିକ ବିବାଦ ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଏକ ବହୁତ…
