Category: International

ଜେଏନୟୁ ପରେ ଜାମିଆ; ତୁର୍କୀ ସହ ଏମଓୟୁ ବାତିଲ୍‌

ନୂଆଦିଲ୍ଲୀ: ଗୁରୁବାର ତୁର୍କୀ ସହ ସମ୍ପର୍କ ତୁଟାଇଛି ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ । ଜାମିଆ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁର୍କୀ ସରକାରଙ୍କ ସହିତ ଜଡିତ ଶୈକ୍ଷିକ ବୁଝାମଣାପତ୍ର ସ୍ଥଗିତ କରିଛି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଜାମିଆ…

ଜେଲେନସ୍କିଙ୍କୁ ବଡ଼ ଝଟକା ଦେଲେ ପୁଟିନ୍‌

ପୁଣି ୟୁକ୍ରେନ୍‌କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କ ଝଟ୍‌କା। ସେ ଗୁରୁବାର ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପାଇଁ ଇସ୍ତାନବୁଲ ଯାତ୍ରା କରିବେ ନାହିଁ। ବୁଧବାର ବିଳମ୍ବିତ ରାତିରେ କ୍ରେମଲିନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ୟୁକ୍ରେନ ଏବଂ…

ପାକିସ୍ତାନ ହାଇକମିଶନର ଅଧିକାରୀଙ୍କୁ ତୁରନ୍ତ ଭାରତ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ସରକାର ଆକ୍ସନ ନେଇଛନ୍ତି । ଭାରତ ସରକାର ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ‘ପର୍ସୋନା ନନ୍ ଗ୍ରାଟା persona non grata’ ଘୋଷଣା କରିଛନ୍ତି। ଏପରି ଅବାଞ୍ଛିତ ଘୋଷିତ ଯେକୌଣସି ବ୍ୟକ୍ତିଙ୍କୁ…

ନାଗ୍ରୋଟା ଆର୍ମି ଷ୍ଟେସନ ନିକଟରେ ଗୁଳିବିନିମୟ; ଜଣେ ଯବାନ ଆହତ

ନୂଆଦିଲ୍ଲୀ: ନାଗ୍ରୋଟାରେ ଥିବା ସେନା ଘାଟି ପାଖରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯାଇଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରିଛନ୍ତି ଯେ,ନାଗ୍ରୋଟାର ସେନା ଘାଟି ପାଖରେ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ ପରେ କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବର ଅନେକ ସହର ବ୍ଲାକ ଆଉଟ୍

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଦୁଇ ଦେଶର ସହମତି ପରେ ବି ପାକିସ୍ତାନ ସୀମାରେ ଗୁଳି ମାରିବା ଆରମ୍ଭ କରିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କରାଗଲା ବ୍ଲାକ୍ ଆଉଟ୍। ବିଭିନ୍ନ ସ୍ଥାନରେ ପାକିସ୍ତାନ ପଟୁ…

ଆମେରିକା ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାକୁ ହେଲେ ରାଜି: ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଏହି ସୂଚନା ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦେଇଥିଲେ । ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଦାବି କରିଛନ୍ତି…

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ; ଭାରତ-ପାକିସ୍ତାନ ଟେନସନ୍‌ ମଧ୍ୟରେ ଲାହୋରରେ ବିସ୍ଫୋରଣ

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ। ଭାରତ-ପାକିସ୍ତାନ ଟେନସନ୍‌ ମଧ୍ୟରେ ଲାହୋରରେ ବିସ୍ଫୋରଣ। ଏକାଧିକ ସ୍ଥାନରେ ସିରିଜ ବିସ୍ଫୋରଣ ହୋଇଥିବା ସୂଚନା। ବାଲ୍ଟନ ରୋଡ୍‌, ଗୋପାଲନଗରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ । ପାକିସ୍ତାନର ପଞ୍ଜାବ ପ୍ରଦେଶର ପ୍ରମୁଖ ସହର ଲାହୋରରେ ଗତ…

ଫସିଗଲା ପାକିସ୍ତାନ ଆର୍ମି; ୧୨ ଜଣଙ୍କର ମୃତ୍ୟୁ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି । ଆକ୍ରମଣ ପରେ, ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହା ଉପରେ ଅନେକ କଟକଣା ଲଗାଇଛି । ତେବେ ଗତକାଲି ବୁଧବାର ଦିନ,…

‘ଅପରେସନ ସିନ୍ଦୂର’ରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା!

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ର ସଫଳତା। ସଂସଦ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା। ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ମୃତ୍ୟୁ ନେଇ ମିଳିଛି ସୂଚନା। କାଳେ ନିଜେ ମାସୁଦ କାନ୍ଦି କାନ୍ଦି ଦାବି କରିଛି, ଭାରତର ଆକ୍ରମଣରେ…

ଭାରତୀୟ ସୀମାରେ ୩୦୦ଯୁଦ୍ଧ ବିମାନ ମୁତୟନ କଲା ପାକ୍ ସେନା !

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ବଢିବାରେ ଲାଗିଛି । ଏପଟେ ପଡ଼ୋଶୀ ଦେଶ ପାକିସ୍ତାନର ଭୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ସୂତ୍ର ଅନୁସାରେ, ପାକ୍ ସେନାର ପ୍ରାୟ ୩୦୦ ଲଢ଼ୁଆ ବିମାନ ଭାରତୀୟ ସୀମା ନିକଟରେ ମୁତୟନ ହୋଇଛି ।…