Category: International

ଅଟାରୀ-ୱାଘା ସୀମା ଖୋଲିଲା ପାକିସ୍ତାନ; ସ୍ବଦେଶ ଫେରିଲେ ୨୧ ନାଗରିକ

ନୂଆଦିଲ୍ଲୀ: ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି ପାକିସ୍ତାନ । ଫଳରେ ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଛନ୍ତି । ଗୁରୁବାର ଅଟାରୀ-ୱାଘା ବନ୍ଦ କରିଦେଇଥିଲା ପାକିସ୍ତାନ,…

ପାକିସ୍ତାନ ପାଖରେ ୧୩୦ ପରମାଣୁ ହତିଆର, ଭାରତକୁ ଧମକାଇଲେ ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ଏଭଳି ସମୟରେ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ଶାହବାଜ ସରିଫଙ୍କ…

ପାକ୍ ମନ୍ତ୍ରୀ କହିଲେ ଭାରତ ଆକ୍ରମଣ କରିବା ଥୟ, ଆମେ ସତର୍କ ରହିଛୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଜା ମହମ୍ମଦ ଆସିଫ ସୋମବାର ଦାବି କରିଛନ୍ତି ଯେ ଭାରତ ଆକ୍ରମଣ କରିବା ଥୟ। ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ…

ଲାଗିଲା ପ୍ରତିବନ୍ଧକ, ଆଉ ଚାରିଧାମ ଯାତ୍ରା କରିପାରିବେନି ପାକିସ୍ତାନୀ ହିନ୍ଦୁ

ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ପଦକ୍ଷେପ ନେଉଛି । ଏବେ କେନ୍ଦ୍ର ସରକାର ଆକ୍ରମଣ ସମ୍ପର୍କରେ ଆଉ…

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା। ଆମେରିକାରୁ ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତହବୁର । କଡ଼ା ସୁରକ୍ଷାରେ NIA ମୁଖ୍ୟାଳୟକୁ ନିଆଯିବ। ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର…

ଭାରତ-ସ୍ଲୋଭାକ୍‍ ବ୍ୟବସାୟିକ ଫୋରମ୍‍କୁ ବ୍ରାଟିସ୍‍ଲାଭାଠାରେ ଉଦ୍‍ଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍‍ଲାଭା ଠାରେ ସ୍ଲୋଭାକ୍‍- ଭାରତ ବ୍ୟାବସାୟିକ ଫୋରମ୍‍କୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ…

୨୦୨୮ ଅଲମ୍ପିକ୍ସରେ କ୍ରିକେଟ ଏଣ୍ଟ୍ରି ହେବ

ନୁଆଦିଲ୍ଲୀ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ୧୪୧ତମ ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବେ ପ୍ରବେଶ ମିଳିଛି। ଏହି କ୍ରୀଡାକୁ ୨୦୨୮ ଲସ୍…

ସମୁଦ୍ରରେ ଖସିପଡ଼ିଲା ଆମ୍ବୁଲାନ୍ସ ହେଲିକପ୍ଟର, ୩ ନିଖୋଜ

ଜାପାନରେ ଏକ ଆମ୍ବୁଲାନ୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ହଠାତ୍ ସମୁଦ୍ରରେ ଖସି ପଡ଼ିଛି । ଏହି କାରଣରୁ ସେଥିରେ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ନିଖୋଜ ହୋଇଯାଇଛନ୍ତି, ଯେଉଁମାନଙ୍କୁ ଖୋଜା ଚାଲିଛି । କୁହାଯାଉଛି ଯେ ଏହି ଦୁର୍ଘଟଣା…

ପଡିଲା ପ୍ରଭାବ; ପିଏମ ମୋଦୀଙ୍କୁ ଭେଟିଲା ପରେ ୧୪ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା

କଲମ୍ବୋ: ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତର ଗୋଟିଏ ଦିନ ପରେ; ଶ୍ରୀଲଙ୍କା ରବିବାର ଦିନ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟଜୀବୀ ପ୍ରସଙ୍ଗକୁ ମାନବିକ ଦୃଷ୍ଟିକୋଣରୁ ସମାଧାନ କରାଯିବା ଆବଶ୍ୟକ ବୋଲି କହିଥିଲେ…

ମୋଦିଙ୍କୁ ‘ମିତ୍ର ବିଭୂଷଣ’ରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ତିନି ଦିନିଆ କଲମ୍ବୋ ଗସ୍ତରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ୱାସ୍ଥ୍ୟ ମନ୍ତ୍ରୀ ନଲିଣ୍ଡା ଜୟତିସା ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ…