Category: International

ଅରିନ୍ଦମ ବାଗ୍‌ଚୀ ଜାତିସଂଘରେ ରାଷ୍ଟ୍ରଦୂତ ନିଯୁକ୍ତ

ନୂଆଦିଲ୍ଲୀ : ବରିଷ୍ଠ ଆଇଏଫଏସ୍ (ଭାରତୀୟ ବିଦେଶ ସେବା) ଅଧିକାରୀ ଅରିନ୍ଦମ ବାଗ୍‌ଚୀଙ୍କୁ ଜେନିଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ରାଷ୍ଟ୍ରଦୂତ (ସ୍ଥାୟୀ ପ୍ରତିନିଧି) ନିଯୁକ୍ତ କରାଯାଇଛି । ୧୯୯୫ ବ୍ୟାଚ୍ ଆଇଏଫ୍‌ଏସ୍ ଅଧିକାରୀ ବାଗ୍‌ଚୀ ବର୍ତ୍ତମାନ ବିଦେଶ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ପାହ୍ୟାରେ…

ଆକ୍ରମଣ ପଛରେ ‘ଇସ୍‌ଲାମିକ ଜିହାଦ୍‌’

ଆକ୍ରମଣ ପଛରେ ‘ଇସ୍‌ଲାମିକ ଜିହାଦ୍‌ ଗାଜା: ଗାଜାରେ ଗତକାଲି ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା ଏବଂ ଏହାକୁ ନେଇ ବିଭିନ୍ନ ମୁସ୍‌ଲିମ ରାଷ୍ଟ୍ରରେ…

ଖାରଜ ହେଲା ରୁଷିଆର ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରତି ପ୍ରସ୍ତାବ

ୱାଶିଂଟନ- ଚାଲିଥିବା ହିଂସା ଉପରେ ରୁଷିଆର ଯୁଦ୍ଧ ବିରତି ପ୍ରସ୍ତାବକୁ ସୋମବାର ରାତିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରତ୍ୟାଖ୍ୟାନ କରାଯାଇଛି। ସୂଚନାଯୋଗ୍ୟ, ରୁଷିଆର ପ୍ରସ୍ତାବ ଗାଜାରେ ସାଧାରଣ ନାଗରିକଙ୍କ ପ୍ରତି ହୋଇଥିବା ହିଂସାକୁ ନିନ୍ଦା କରିବା ସହ ଅସ୍ତ୍ରବିରତି ଉଲ୍ଲଂଘନ…

ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ। ୧୯ଫୁଟ…

ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଯେଉଁ ଉତ୍ସାହ ଦେଖାଯାଇଥିଲା, ତା’କୁ ପାକିସ୍ତାନ ବ୍ୟାଟର ପୂରା ପାଣିଚିଆ କରି ଦେଇଛନ୍ତି। ପାକିସ୍ତାନ ୪୨.୪ ଓଭର୍‌ରେ ମାତ୍ର ୧୯୧ ରନ କରପାରିଥିଲା। ତେଣୁ ଭାରତକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇତିହାସ ରଚିବାକୁ ୧୯୨…

ଗାଜାରେ ୬ ଦିନରେ ୧୨୦୦ ମୃତ

ଗାଜାରେ ୬ ଦିନରେ ୧୨୦୦ ମୃତ *-ଗାଜା ସହର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି* *-ସଦ୍ୟ ଆକ୍ରମଣରେ ୫୧ ମୃତ, ୩ ଶହରୁ ଅଧିକ ଗୁରୁତର* *-ଇସ୍ରାଏଲର ଆକ୍ରମଣରେ ୬ ଦିନରେ ୧୨୦୦ ଜଣଙ୍କ ମୃତ୍ୟୁ* *-ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ଭାରତକୁ ମିଳିଳା ଆଉ ଏକ ସ୍ବର୍ଣ୍ଣ ପଦକ

ଭାରତକୁ ମିଳିଳା ଆଉ ଏକ ସ୍ବର୍ଣ୍ଣ ପଦକ ଏସିଆନ୍ସ ଗେମ୍ସରେ ଭାରତକୁ ପୁଣି ଏକ ସ୍ବର୍ଣ୍ଣ। ଟେନିସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ଜିତିଲା ଭାରତ। ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୯କୁ ବୃଦ୍ଧି। Post Views: 8

ଭାରତ ବିରୋଧୀ ସ୍ବର ବଦଳାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟ୍ଟାଓ୍ବା,୨୯।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦରେ ଭାରତ କାନାଡାକୁ କଡ଼ା ଜବାବ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବେ…

ବିଶ୍ୱକପ୍‌ ପାଇଁ ଭାରତ ପହଞ୍ଚିଲା ଆଫଗାନିସ୍ତାନ ଦଳ

ନୂଆଦିଲ୍ଲୀ,୨୬।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ପହଞ୍ଚିଛି। ଆଫଗାନିସ୍ତାନର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ, ଯାହା ଅକ୍ଟୋବର ୭ରେ ଧର୍ମଶାଳାରେ ଖେଳାଯିବ। ଆଫଗାନିସ୍ତାନ ଦଳ ଭାରତ ଯିବା ପୂର୍ବରୁ ସୋସିଆଲ ମିଡିଆରେ…

ଭାରତ ଜିତିଲା ସ୍ୱର୍ଣ୍ଣ ପଦକ, ୧୦ ମିଟର ଏୟାର ରାଇଫଲରେ ଭାଙ୍ଗିଲା ଚୀନ୍‌ର ବିଶ୍ୱ ରେକର୍ଡ

ଭାରତ ଜିତିଲା ସ୍ୱର୍ଣ୍ଣ ପଦକ, ୧୦ ମିଟର ଏୟାର ରାଇଫଲରେ ଭାଙ୍ଗିଲା ଚୀନ୍‌ର ବିଶ୍ୱ ରେକର୍ଡ ନୂଆଦିଲ୍ଲୀ: ଚାଇନାର ହାଙ୍ଗଝୋଉରେ ଏସିଆନ୍ ଗେମ୍ସ ୨୦୨୩ ଆୟୋଜିତ ହେଉଛି। ଆଜି ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଛି। ଶୁଟରମାନେ ଏଥର ଟିମ୍…