Category: International

୧୯ ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ ହେବ

ନୁଆଦିଲ୍ଲୀ,୨୫ା୯: ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ’ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ଙ୍କ ସମ୍ପତ୍ତି ଜବତ ହେବାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ…

ଆମେରିକାରେ ବାତ୍ୟା ‘ଓଫେଲିଆ’ ପ୍ରଭାବରେ ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ,…

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ସମାରୋହ

ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୧୯ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ଶନିବାର ସନ୍ଧ୍ୟାରେ ହୋଇଛି। ଏଥିରେ ଭାରତୀୟ କ୍ରୀଡା ଦଳର ନେତୃତ୍ୱ ନେଇଥିଲେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବକ୍ସର…

ଭାରତ ୧୦ ୱିକେଟ ରେ ବିଜୟୀ ଓ ରେକର୍ଡ କଲା ଭାରତ

ଭାରତ ୧୦ ୱିକେଟ ରେ ବିଜୟୀ ଓ ରେକର୍ଡ କଲା ଭାରତ ୧୦ ୱିକେଟ୍‌ରେ ଫାଇନାଲ ଜିତିବାରେ ଭାରତର ରେକର୍ଡ। ଦ୍ୱିତୀୟ ଥର ପାଇଁ ଭାରତ ଫାଇନାଲକୁ ୧୦ ୱିକେଟରେ ଜିତିଲା। ୧୯୯୮ରେ ଶାରଜାହରେ ଜିମ୍ବାୱେକୁ ୧୦ ୱିକେଟ୍‌ ମାତ୍‌ ଦେଇଥିଲା…

ମାନବାଧିକାର, ପ୍ରେସ୍‌ ସ୍ବାଧୀନତା ପ୍ରସଙ୍ଗ ଉଠାଇଥିଲେ ବାଇଡେନ୍‌

ହାନୋଇ,୧୨ା୯: ନୂଆଦିଲ୍ଲୀରେ ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଆମେରିକା ସହଭାଗୀତାକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା,…

ସାମୁଦ୍ରିକ ଝଡ଼ ‘ଡାନିଏଲ୍’ ତାଣ୍ତବ: ୨ ହଜାର ମୃତ

ଉତ୍ତର ଆଫ୍ରିକା ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାଲିଏଲ୍’ ତାଣ୍ତବ । ପ୍ରବଳ ବର୍ଷା ଯୋଗୁଁ ଉପୁଜିଲା ବନ୍ୟା ସ୍ଥିତି । ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଘର ଭଙ୍ଗିଯିବା ସହ ପାଣି ପସିଯିବା…

ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ଖେଳାଯିବ

ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ସୋମବାର ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଲା ବର୍ଷା। ଶ୍ରୀଲଙ୍କାର ଆର୍‌. ପ୍ରେମାଦାସା ଷ୍ଟାଡିଅମରେ ମ୍ୟାଚ୍‌ ବେଳେ ବର୍ଷା। ୨୪.୧ ଓଭର ସୁଦ୍ଧା ଭାରତର ସ୍କୋର ୧୪୭/୨। ୨୦ ଓଭର ବିଶିଷ୍ଟ…

ଭୂମିକମ୍ପ: ୧୦୦୦ ଟପିଲା ମୃତ୍ୟୁସଂଖ୍ୟା

ରବାଟ୍‌: ମୋରୋକୋକୁ କନ୍ଦାଇଲା ଭୂମିକମ୍ପ । ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରୋକୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି । ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି । ଭୂମିକମ୍ପର ତୀବ୍ରତା ଅଧିକ…

ଜି-20 ସମ୍ମିଳନୀ: ଯୋଗ ଦେଲେ 29ଟି ଦେଶ, ଖର୍ଚ୍ଚ ହୋଇଛି 4100 କୋଟି

ଶନିବାର (9 ସେପ୍ଟେମ୍ବର) ଏବଂ ଆଜି ରବିବାର (10 ସେପ୍ଟେମ୍ବର) ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ଜି-20 ଶିଖର ସମ୍ମିଳନୀ । ଯେଉଁଥିରେ 29ଟି ଦେଶର ନେତାଙ୍କ ସମାବେଶ ହୋଇଛି । ସେହିପରି ପ୍ରାୟ 100 ମିଲିୟନ୍ ଡଲାର ଅର୍ଥାତ୍ 4100…