Category: International

ବାଙ୍ଗାଲୋରରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ’ର ଐତିହାସିକ ୧୦୦ତମ ଅଧ୍ୟାୟ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ବଣମଲ୍ଲୀଙ୍କୁ ଲୋକଲୋଚନକୁ ଆଣିବାର ବଡ଼ ମାଧ୍ୟମ ହୋଇଛି ‘ମନ୍ କି ବାତ୍’- ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵର : ମନ୍ କି ବାତ୍ ଜରିଆରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତବର୍ଷର ଲୋକ ମାନଙ୍କର ଅଭିବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣୁଛନ୍ତି ।…

ମାନବ ସେବାଶ୍ରମ କୁ ପରିଦର୍ଶନ କଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(DSSO)

ଅନଗୁଳ ସୁଷୁଡ଼ା ମାଳତୀ ବିହାର ମସାଣି ପଡିଆ ପଛ ପାଖରେ ଥିବା ମାନବ ସେବାଶ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ପରିଦର୍ଶନ କରିବା ସହ ଆଶ୍ରମ ରେ ପଚିଶ ଜଣ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ…

ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ

ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଭୁବନେଶ୍ୱର (୨୮ / ୦୪ / ୨୦୨୩) ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ସ୍ଵତନ୍ତ୍ର ଓଡ଼ିଶା ଗଠନର…

ରତନ ଟାଟା ଙ୍କୁ ସମ୍ମାନ

ରତନ ଟାଟାଙ୍କୁ ଅଷ୍ଟ୍ରେଲିଆରେ ସମ୍ମାନ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ରତନ ଟାଟାଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ମଜଭୁତ୍ କରିବାରେ ରତନ ଟାଟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ…

ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ ହୋଇଛି ।ସୂଚନା ଅନୁଯାୟୀ ୧୬ ବର୍ଷୀୟ ନାବାଳିକାଙ୍କୁ ଇଂସ୍ତାଗ୍ରାମ ମାଧ୍ୟମରେ କେନ୍ଧୁଝର ଜିଲ୍ଲାର ଟେଲକୋଈ ଅଞ୍ଚଳର ଯୁବକ ପିଣ୍ଟୁ ମୁଖୀ (୨୩)ପ୍ରେମ କରିଥିଲେ। ନାବାଳିକାଙ୍କ…

ନାବାଳିକାକୁ ଅପହରଣ କରି ନାବାଳକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଗତ ମାସରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମ କରି ଅପହରଣ କରି ରଖିଥିବା ଅଭିଯୋଗରେ ନାବାଳକ ଗିରଫ ହୋଇଛି।ସୂଚନା ଅନୁଯାୟୀ ୧୭ ବର୍ଷୀୟ ନାବାଳକ ପ୍ରେମ କରି ଫୁଶୁଳେଇ ଜଣେ…

ଅଷ୍ଟ୍ରେଲିଆରେ ହେବ ‘କ୍ବାର୍ଡ’ ସମ୍ମିଳନୀ

ମେ’ ୨୪ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ହେବ ‘କ୍ବାର୍ଡ’ ସମ୍ମିଳନୀ, ଅଷ୍ଟ୍ରେଲିଆ PMଙ୍କ ସୂଚନା। କ୍ବାର୍ଡ ଗ୍ରୁପରେ ଅଛନ୍ତି ଜାପାନ, ଅଷ୍ଟ୍ରେଲିଆ, ଭାରତ ଓ US। ଇଣ୍ଡୋ-ପାସିଫିକ୍‌ର ସୁରକ୍ଷା ‘କ୍ବାର୍ଡ’ ଗ୍ରୁପର ମୁଖ୍ୟ ଲକ୍ଷ୍ୟ। ମେ’ରେ ଅଷ୍ଟ୍ରେଲିଆ ଯିବେ PM…

ବାଂଲାଦେଶର ୨୨ତମ ରାଷ୍ଟ୍ରପତିଭାବେ ଶପଥଗ୍ରହଣ କଲେ ମହମ୍ମଦ ଶାହାବୁଦ୍ଦିନ

ବରିଷ୍ଠ ରାଜନେତା ମହମ୍ମଦ ଶାହାବୁଦ୍ଦିନ ସୋମବାର ବାଂଲାଦେଶର ୨୨ତମ ରାଷ୍ଟ୍ରପତିଭାବେ ଶପଥଗ୍ରହଣ କରିଛନ୍ତି । ରାଜଧାନୀ ଢାକାରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଏକାଧିକ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ । ବାଚସ୍ପତି ସିରିନ୍ ସର୍ମିନ ଚୌଧୁରୀ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀ କୁ କଲେ ଅଣଦେଖା

ଅନୁଗୋଳ ସହରର ହେମସୁରପଡ଼ା ଦୁର୍ଗା ମଣ୍ଡପ ପାଖରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୋଟିଏ ପ୍ରତିମୂର୍ତ୍ତି ଅଛି। ତେଣୁ ଗତ କାଲି ବିଜୁଟ୍ଟନାୟକ ଙ୍କର ୨୬ ତମ ତିରୋଧାନ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଅନୁଗୋଳ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଅନୁଗୁଳ ଏନର୍ଜି ପକ୍ଷରୁ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ଉପସ୍ଥିତିରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ଓ ଟାଟା ଷ୍ଟିଲ୍‌ର ଅନ୍ୟତମ ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ( ଏଇଏଲ୍ ) ପକ୍ଷରୁ ମକ୍ ଡ୍ରିଲ୍ ଓ…