Category: Latest News

ବୃଦ୍ଧି ପାଇଲା ପୋଲିସ କର୍ମଚାରୀଙ୍କ ଦରମା

ଭୂବନେଶ୍ୱର, ୧୮/୦୪ : ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଲା । ମାସିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ…

୨ହଜାର ନୂଆ ଟ୍ରାଫିକ୍ ପଦବିକୁ ମଞ୍ଜୁରି କଲେ ରାଜ୍ୟ ସରକାର

ଭୂବନେଶ୍ୱର, ୧୭/୦୪ : ନୂଆ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ହଜାର ନୂଆ ଟ୍ରାଫିକ୍ ପଦବିକୁ ସରକାରଙ୍କ ମଞ୍ଜୁରି ମିଳିଛି । ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା । ଜ୍ୟରେ ଟ୍ରାଫିକ୍ ଏବଂ…

ରାଜ୍ୟର IAS ଅଫିସର ନେବେ AI ତାଲିମ

ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ପ୍ରୟୋଗ ଉପରେ ବ୍ୟାବହାରିକ ତାଲିମ ନିମନ୍ତେ ବୁଧବାର ଲୋକସେବା ଭବନ ସ୍ଥିତ ରାଜ୍ୟ କନ୍‌ଭେନସନ୍‌ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ୱାଧ୍‌ୱାନି ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳାର ଆୟୋଜନ…

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଧାନସଭା ପରିସରରେ ଶ୍ରଦ୍ଧାଜ୍ଞଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇଲେ । ବିରୋଧୀ ଦଳ…

ଭୁବନେଶ୍ୱରରେ ଗଡକରୀ: ୧୯ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଜି ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଡକରୀ ଏହି ଗସ୍ତ ସମୟରେ ରାଜ୍ୟକୁ ପ୍ରାୟ ୪ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବା ନେଇ ସୂଚନା ରହିଛି…

ଗୁରୁ ଶିଷ୍ୟ ସମ୍ପର୍କ ଅତି ନିବିଡ଼

ଗୁରୁ ଓ ଶିଷ୍ୟ ମଧ୍ୟରେ ଏଭଳି ସମ୍ପର୍କ ପ୍ରାଚୀନ କାଳରୁ ଏକତ୍ଵର ସହ ରହିଆସିଛି।ତାହାର ଉଦାହରଣ ସ୍ୱରୂପ ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୁଆପଡା ହାବଳଗଣ୍ଡ ପାଟଣାର ବିକେବି ହାଇସ୍କୁଲର ବର୍ତମାନର ପ୍ରଧାନ ଶିକ୍ଷକ, ସମାଜସେବୀ ଓ ଶିକ୍ଷାବିତ, ପରୋପକାରୀ ଓ ଧର୍ମ…

ଲହଣ୍ଡା ହାଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କର MCL ସୋଲାର୍ ପାୱାର୍ ପ୍ଲାଣ୍ଟ ପରିଦର୍ଶନ

ଲହଣ୍ଡା ହାଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କର MCL ସୋଲାର୍ ପାୱାର୍ ପ୍ଲାଣ୍ଟ ପରିଦର୍ଶନ ବରଗଡ:୧୭/୪(ପବିତ୍ର ମେହେର) ଲହଣ୍ଡା ହାଇ ସ୍କୁଲ ଶକ୍ତିକ୍ଲବ୍ ର ସଭ୍ୟ ଛାତ୍ରଛାତ୍ରୀମାନେ MCL ସୋଲାର୍ ପାୱାର୍ ପ୍ଲାଣ୍ଟକୁ ଶୈକ୍ଷିକ ପରିଭ୍ରମଣ ରେ ଯାଇଥିଲେ । ସେଠାରେ ପାୱାର୍ ପ୍ଲାଣ୍ଟର…

ପ୍ଲାଷ୍ଟିକସ୍ ଆବର୍ଜନା ପରିବେଶ ପାଇଁ କ୍ଷତିକାରକ

ପ୍ଲାଷ୍ଟିକସ୍ ଆବର୍ଜନା ପରିବେଶ ପାଇଁ କ୍ଷତିକାରକ (ଏକକ ବ୍ୟବହୃତ ପ୍ଲାଷ୍ଟିକସ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ) ବରଗଡ଼ (ପବିତ୍ର ମେହେର)::ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀଗୁଡ଼ିକ ଜୈବ ଅବକ୍ଷୟ ଅକ୍ଷମ ହୋଇଥିବା ଯୋଗୁଁ ଭୂତଳକୁ ଜଳ ପ୍ରବେଶ କରାଇବାରେ ପ୍ରତିବନ୍ଧକ ସୃଷ୍ଟି କରେ। ଏତଦବ୍ୟତୀତ ପ୍ଲାଷ୍ଟିକସ…

ସିଲ୍ ହେଲା ଆର୍ୟନ କୋଲ୍ ୱାସେରି

ସୁନ୍ଦରଗଡ଼: ବେଆଇନ୍ କୋଇଲା ଗଚ୍ଛିତ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଜିଲ୍ଲାର ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଆର୍ୟନ କୋଲ୍ ୱାସେରିକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ଠାରେ ହଜାର…

ଏପ୍ରିଲ୍ ୧୭ରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୂବନେଶ୍ୱର: ଓଡ଼ିଶାର ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗାମୀ ସାଧାରଣ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ଏପ୍ରିଲ୍ ୧୭ ସକାଳ ୧୧ଟାରେ ଖୋଲିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ ୨୧ ଏପ୍ରିଲ୍ ସକାଳ ୮ଟାରେ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ…