Category: Latest News

ଶନିବାର ଦିନ ସାରଙ୍ଗଧର ଷ୍ଟାଡିଅମ, କାମାକ୍ଷାନଗର, ଢେଙ୍କାନାଳ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ ହେବ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା, ଢେଙ୍କାନାଳଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଆସନ୍ତା ତା- ୧୯.୦୪.୨୦୨୫ ରିଖ ଶନିବାର ଦିନ ସାରଙ୍ଗଧର ଷ୍ଟାଡିଅମ, କାମାକ୍ଷାନଗର, ଢେଙ୍କାନାଳ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରା ଯାଉଅଛି I…

ଲୋକକଳା ଗ୍ରାମ ପରିଦର୍ଶନ ଓ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା, ରୟାନରସିଂ ପୁର, କାମାକ୍ଷାନଗର ଠାରେ ଅନୁଷ୍ଠିତ

ଆଜି ତା ୯/୪/୨୦୨୫ ଲୋକକଳା ଗ୍ରାମ ପରିଦର୍ଶନ ଓ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା, ରୟାନରସିଂ ପୁର,କାମାକ୍ଷାନଗର ଠାରେ ଅନୁଷ୍ଠିତ। ସକାଳ ୯ ଘଟିକା ରେ ସମ୍ମାନନୀୟ ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ ଲୋକକଳା ଗ୍ରାମ “ରାୟନରସିଂହ ପୁର ପରିକ୍ରମା…

ଅତାବିରା ଓ ଗୋଡଭଗା ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ

*ଅତାବିରା ଓ ଗୋଡଭଗା ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ* ବରଗଡ଼:୧୦/୪(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଯାଇଥିବା ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼- ସମ୍ବଲପୁର ରାସ୍ତାକଡ଼ରେ ଥିବା ଅତାବିରା ନିୟନ୍ତ୍ରିତ ବଜାର କମିଟିର କମ୍ପ୍ଲେକ୍ସ, ଶୌଚାଳୟ ପାଖାପାଖି…

କଣ୍ଟ୍ରୋଲ ଡିଲର ଉଛେଦ ନେଇ ତାତିଲେ ଗ୍ରାମବାସୀ ଓ ହିତାଧିକାରୀ

କଣ୍ଟ୍ରୋଲ ଡିଲର ଉଛେଦ ନେଇ ତାତିଲେ ଗ୍ରାମବାସୀ ଓ ହିତାଧିକାରୀ ହିନ୍ଦୋଳ :ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରୀ ଗ୍ରାମ ପଞ୍ଚାୟତ ର ଲହଡା, ଖୁଲୁଆ ଓ ଘୋଡାଡିଆଁ ସାହିର ସମସ୍ତ ଗ୍ରାମବାସୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର…

ସ୍ତ୍ରୀ ରହୁଥିବା ଘର ଉପରକୁ ବୋମାମାଡ଼ କଲା ସ୍ୱାମୀ

ଗଞ୍ଜାମ: ଘରୋଇ କଳିରୁ ଘରେ ବିସ୍ଫୋରଣ କଲା ସ୍ୱାମୀ। ହେଲେ ବର୍ତ୍ତିଗଲେ ପୁରା ପରିବାର। ସ୍ବାମୀର ବୋମା ମାଡ଼ରେ ୩ ଘର ଛିନଛତ୍ର ହୋଇଯାଇଛି। ଗଞ୍ଜାମ ଜିଲ୍ଲା କୁଶପଡ଼ା ଗାଁରେ ଏପରି ବୋମାମାଡ଼ ହୋଇଛି। ସୂଚନା ଅନୁସାରେ ଉକ୍ତ ଗାଁରେ ଏକ…

ଆଜି ମଧ୍ୟ ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା…

୨୦୨୮ ଅଲମ୍ପିକ୍ସରେ କ୍ରିକେଟ ଏଣ୍ଟ୍ରି ହେବ

ନୁଆଦିଲ୍ଲୀ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ୧୪୧ତମ ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବେ ପ୍ରବେଶ ମିଳିଛି। ଏହି କ୍ରୀଡାକୁ ୨୦୨୮ ଲସ୍…

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୂବନେଶ୍ବର: ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ‌ଧରମ ହାଂସଦା ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ରୀନା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି।…

ଆଜିଠୁ ୨ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୦/୦୪ : ଆଜିଠୁ ୨ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଦିନ ୧୦ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ ତମ ସବ୍ ଜୁନିୟର ବଏଜ ହ୍ୟାଣ୍ଡବଲ ଚମ୍ପିୟାନସିପ ରେ…

କାଲି କଟକରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ , ଉଦଘାଟନ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୦/୦୪ : ଆସନ୍ତାକାଲି କଟକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା । ବାଲିଯାତ୍ରା ତଳ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି କଟକ ଆସି ପ୍ରସ୍ତୁତିର…