Category: Latest News

ଆୟୁଷ୍ମାନ କାର୍ଡ ଲୋକାର୍ପଣ ରେ ଭର୍ଚୁଆଲ ମୋଡରେ ସାମିଲ ହେଲା ଗୋଲାମୁଣ୍ଡା ବ୍ଲକରୁ ଫରଙ୍ଗସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ

ଆୟୁଷ୍ମାନ କାର୍ଡ ଲୋକାର୍ପଣ ରେ ଭର୍ଚୁଆଲ ମୋଡରେ ସାମିଲ ହେଲା ଗୋଲାମୁଣ୍ଡା ବ୍ଲକରୁ ଫରଙ୍ଗସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଲାମୁଣ୍ଡା ୧୧/୪କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ସ୍ଵାସ୍ଥ୍ୟ କେନ୍ଦ୍ର ନେତୃତ୍ୱ ରେ ଆଜି ହାଇସ୍କୁଲ ଖେଳପଡିଆ ଠାରେ ଆୟୁଷ୍ମାନ କାର୍ଡ…

ଲୋକକଳା ପାଇଁ ଦିନଟିଏ

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା ବାଲିଗୁଡା (ସୁଶିଲ କୁମାର ପାଣିଗ୍ରାହୀ): ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି…

ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା

ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ଚାଲିଛି ତେର ଦିନିଆ ଦଣ୍ଡଯାତ୍ରା l ବାଲିଗୁଡା ର ମାଆ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ଚଳିତ ବର୍ଷ ବାଲିଗୁଡା ର ବିଭିନ୍ନ ୱାର୍ଡ…

ବିଲୁପ୍ତ ହେବାକୁ ଯାଉଛି ଐତିହ ପ୍ରାଣୀ ବୋଲାଉଥିବା ଜୀବ ହାତୀ

ବିଲୁପ୍ତ ହେବାକୁ ଯାଉଛି ଐତିହ ପ୍ରାଣୀ ବୋଲାଉଥିବା ଜୀବ ହାତୀ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲେଖା ହୋଇଥିବା ଦେଖିବାକୁ ମିଳେ “ହାତୀ ଆମର ଐତିହ ପ୍ରାଣୀ” ଏହାର ସୁରକ୍ଷା ଆମର ଦାୟିତ୍ବ କିନ୍ତୁ ଏହି ଉକ୍ତି ଟି ଖାଲି ଲେଖାରେ…

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା। ଆମେରିକାରୁ ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତହବୁର । କଡ଼ା ସୁରକ୍ଷାରେ NIA ମୁଖ୍ୟାଳୟକୁ ନିଆଯିବ। ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର…

ଭାରତ-ସ୍ଲୋଭାକ୍‍ ବ୍ୟବସାୟିକ ଫୋରମ୍‍କୁ ବ୍ରାଟିସ୍‍ଲାଭାଠାରେ ଉଦ୍‍ଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍‍ଲାଭା ଠାରେ ସ୍ଲୋଭାକ୍‍- ଭାରତ ବ୍ୟାବସାୟିକ ଫୋରମ୍‍କୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ…

ଟ୍ରେନରେ ୪ଟି ଲଗେଜ୍ ବ୍ୟାଗରେ ଚାଲାଣ ହେଉଥିଲା ଗଞ୍ଜେଇ, ମହିଳାଙ୍କୁ ଧରିଲା ପୋଲିସ

ଭଦ୍ରକ: ଭଦ୍ରକ ଜିଆରପି ପୋଲିସକୁ ମିଳିଛି ବଡ଼ ସଫଳତା । ନୀଳାଚଳ ଏକ୍ସପ୍ରେସରୁ ୪ଟି ଲଗେଜ୍ ବ୍ୟାଗ ଭର୍ତ୍ତି ଗଞ୍ଜେଇ ଜବତ କଲା ଜିଆରପି । ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଜଣେ ମହିଳାଙ୍କୁ ଅଟକ…

ରାଜଧାନୀରେ ଏନକାଉଣ୍ଟର: ନିଶା ମାଫିଆକୁ କାବୁ କଲା ସ୍ପେଶାଲ କ୍ରାଇମ୍‌ ୟୁନିଟ

ଭୂବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି। ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି।…

ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ

ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ ଭୂବନେଶ୍ୱର,୧୧/୦୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ ପାଇଁ ଏକ ଯୋଜନା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର…

ଜନତା ହାଇସ୍କୁଲରେ ବ୍ଲକସ୍ତରୀୟ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ

ଜନତା ହାଇସ୍କୁଲରେ ବ୍ଲକସ୍ତରୀୟ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ (ପରିପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ପ୍ରଦର୍ଶନୀ)ବରଗଡ଼ (ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ସଭାପତିତ୍ୱରେ ପରିବେଶ ଶିକ୍ଷା…