Category: Latest News

ଡକାୟତି ଯୋଜନା ପଣ୍ଡ – ୪ ଗିରଫ ଅନ୍ୟ ଜଣେ ଫେରାର୍

ଅନୁଗୋଳ ଜିଲ୍ଲା ବଅଁରପାଳ ପୋଲିସ ମାର୍ଚ୍ଚ ୧୦ତାରିଖରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ କି ୫ ରୁ ୬ ଜଣ ବ୍ୟକ୍ତି ଏକାଠି ହୋଇ ଫାର୍ଷା,ତେଲଙ୍ଗା କାତି ଇତ୍ୟାଦି ଧରି ଟେଣ୍ଟୋଇ ରେଲୱେ ଲେବଲ କ୍ରସିଂ ନିକଟରେ ତାଳଚେର-ଏଫସିଆଇ ରାସ୍ତାରେ ଯାଉଥିବା…

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୩ ତାରିଖ ସୁଦ୍ଧା କରନ୍ତୁ ଅନଲାଇନ ଆବେଦନ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୩ ତାରିଖ ସୁଦ୍ଧା କରନ୍ତୁ ଅନଲାଇନ ଆବେଦନ ଭୁବନେଶ୍ୱର, ୮ ଏପ୍ରିଲ ୨୦୨୫: ଦେଶ ବିଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ର ଲାଗି ଦକ୍ଷ ଯୁବପିଢ଼ିଙ୍କର…

ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ

ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ଅନୁଗୋଳ, ତା.୦୮-୦୪: – ଚଳିତ ମାସ ୧ ତାରିଖ ଓଡିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ନବ ବର୍ଷ ପର୍ଯ୍ୟନ୍ତ ବହୁ ଆଡମ୍ବରର…

ଏପ୍ରିଲ ମାସରେ ଦୁଇଥର ମିଳିବ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ

ଭୂବନେଶ୍ବର, ୦୭-୦୮/୦୪ : ଆଜି ସୁଭଦ୍ରା’ ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏପ୍ରିଲ ମାସରେ ଦୁଇଥର ‘ସୁଭଦ୍ରା ଯୋଜନାର ଟଙ୍କା ଦିଆଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ…

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍ ଉଦଘାଟିତ

ଭୂବନେଶ୍ଵର, ୦୭-୦୮/୦୪ : ସପ୍ତମ ବାଟାଲିୟନ ପଡ଼ିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକଭାବେ ଆଜି ଉଦଘାଟିତ ହୋଇଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି…

୩୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଚ୍ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଆଜି ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ତିନି ଜଣଙ୍କ ଉପରେ ସାଢ଼େ ଚାରି ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଥିଲା । ପୁଲିସ୍‍ ଆରକ୍ଷି ଅଧିକ୍ଷକ ଗୌରବ ରାଇଙ୍କ…

‘୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହେବ’

‘୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହେବ’ ଭୂବନେଶ୍ୱର: ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସଂପର୍କରେ ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର…

ପିଏମ ଶ୍ରୀ ସ୍କୁଲରେ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ

*ପିଏମ ଶ୍ରୀ ସ୍କୁଲରେ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ* ବରଗଡ:୭/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ପିଏମ ଶ୍ରୀ ହାଇସ୍କୁଲ ମୁରୁମକେଲରେ ବିଦ୍ୟାଳୟସ୍ତରୀୟ କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ଟାଟା ଷ୍ଟିଲ ମେରାମଣ୍ଡଳୀରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ କାର୍ଯ୍ୟକ୍ରମରେ କର୍ମୀ ଏବଂ 120 ସ୍ଥାନୀୟ ବାସିନ୍ଦାଙ୍କ ଯୋଗଦାନ କୁସୁପଙ୍ଗା, ଏପ୍ରିଲ ୭, ୨୦୨୫ – ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ କୁସୁପଙ୍ଗା ସବ୍‌…

ଶପଥ ନେଲେ ଗଞ୍ଜାମ ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା

ଶପଥ ନେଲେ ଗଞ୍ଜାମ ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା ବ୍ରହ୍ମପୁର,ଗଞ୍ଜାମ ଜିଲା ଓକିଲ ସଂଘ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କୋର୍ଟ ପରିସରରେ ଥିବା ଅସ୍ଥାୟୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ସଭାପତି ଭାବେ ମନୋଜ…