Category: Latest News

ପବିତ୍ର ଶ୍ରୀରାମ ନବମୀରେ ଭକ୍ତି ସହ ଶକ୍ତି ପ୍ରଦର୍ଶନ

ବ୍ରହ୍ମପୁର, ୭/୪ : ପବିତ୍ର ଶ୍ରୀରାମ ନବମୀରେ ଭକ୍ତି ସହ ଶକ୍ତି ପ୍ରଦର୍ଶନ । ବ୍ରହ୍ମପୁରରେ ଶହ ଶହ ସଂଖ୍ୟାରେ ପ୍ରଭୁ ଶ୍ରୀରାମ ଏବଂ ହନୁମାନ ଭକ୍ତ ‘ଶ୍ରୀରାମ ନବମୀ ଶୋଭାଯାତ୍ରା ସମିତି’ ପକ୍ଷରୁ ଆୟୋଜିତ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରାରେ…

ଢେଙ୍କାନାଳ ସହରରେ ‘ବରା’ ଦିବସ ପାଳିତ

ଢ଼େଙ୍କାନାଳ: ଆଜି ବରା ଦିବସ ପାଇଁ ଗଣେଶ ବଜାର ର ପ୍ରସିଦ୍ଧ ବରା ର ମାଲିକ ପ୍ରସନ୍ନ କୁମାର ସାହୁ ସ୍ବାଗତ ଜଣାଇ ଜଣାଇଛନ୍ତି। କଳା ବିରି, ଅରୁଆ ଚାଉଳ, ଅଦା, ଭୂର୍ସଙ୍ଗ ପତ୍ର ଆଦି ରେ ପ୍ରସ୍ତୁତ ହୁଏ ଏହି…

ଅନୁଗୋଳରେ ପୋଲିସର ଏନକାଉଣ୍ଟରର ଶିକାର ହେଲେ କୁଖ୍ୟାତ ଅପରାଧି

ଅନୁଗୋଳରେ ପୋଲିସର ଏନକାଉଣ୍ଟର । ଅନୁଗୋଳର ଟାଉନ ଥାନା କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚାଠାରେ ନିକଟରେ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଗୁରୁତର ଆହତ ହୋଇଛି । ଅପରାଧି କ୍ଷୀରୋଦ ନାୟକର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ନେଇ…

ରାମଲାଲାଙ୍କ ସୂର୍ଯ୍ୟ ତିଲକ: ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ପଡିଲା ସୂର୍ଯ୍ୟ କିରଣ

ଆଜି ରାମ ନବମୀ ପାଇଁ ସାରା ଦେଶର ଉତ୍ସାହର ମାହୋଲ ରହିଛି । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ସୁନ୍ଦର ଦିନ ଅବସରରେ ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ…

ସମୁଦ୍ରରେ ଖସିପଡ଼ିଲା ଆମ୍ବୁଲାନ୍ସ ହେଲିକପ୍ଟର, ୩ ନିଖୋଜ

ଜାପାନରେ ଏକ ଆମ୍ବୁଲାନ୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ହଠାତ୍ ସମୁଦ୍ରରେ ଖସି ପଡ଼ିଛି । ଏହି କାରଣରୁ ସେଥିରେ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ନିଖୋଜ ହୋଇଯାଇଛନ୍ତି, ଯେଉଁମାନଙ୍କୁ ଖୋଜା ଚାଲିଛି । କୁହାଯାଉଛି ଯେ ଏହି ଦୁର୍ଘଟଣା…

କଂଗ୍ରେସର ହେବ ନବକଳେବର : ନୂଆ ଟିମ୍ ଗଢ଼ିବେ ଭକ୍ତ

ଭୂବନେଶ୍ବର, ୦୬/୦୪ : ପିସିସି ସଭାପତି ଭକ୍ତ ଦାସ ଗଢ଼ିବେ ନୂଆ ଟିମ । ଆସନ୍ତା ୧୧ tarikhare ଅହମ୍ମଦାବାଦରେ ଏଆଇସିସି ବୈଠକ ପରେ ଏହି ନୂଆ ଟିମ୍ ଘୋଷଣା କରାଯିବ । ଜିଲ୍ଲାସ୍ତରରୁ ପିସିସି ଯାଏଁ ହେବ ନବକଳେବର` ଭକ୍ତ…

ଆଗାମୀ ୪୮ ଘଣ୍ଟାରେ ସୃଷ୍ଟି ହେବ ଲଲଘୁଚାପ – ଓଡିଶା

ରାଜ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି : ଆଗାମୀ ୪୮ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ ଭୂବନେଶ୍ୱର, ୦୭/୦୪ : ରାଜ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଦକ୍ଷିଣପୂର୍ବ…

ପଡିଲା ପ୍ରଭାବ; ପିଏମ ମୋଦୀଙ୍କୁ ଭେଟିଲା ପରେ ୧୪ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା

କଲମ୍ବୋ: ପ୍ରଧାନମନ୍ତ୍ରୀଙ୍କ ଶ୍ରୀଲଙ୍କା ଗସ୍ତର ଗୋଟିଏ ଦିନ ପରେ; ଶ୍ରୀଲଙ୍କା ରବିବାର ଦିନ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟଜୀବୀ ପ୍ରସଙ୍ଗକୁ ମାନବିକ ଦୃଷ୍ଟିକୋଣରୁ ସମାଧାନ କରାଯିବା ଆବଶ୍ୟକ ବୋଲି କହିଥିଲେ…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ର ‘ଲୋଗୋ ଏବଂ ମାସ୍କଟ-ଆଶା’ ଲୋକାର୍ପିତ

ଭୂବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ…

ଦକ୍ଷିଣ ଭାରତକୁ ମୋଦିଙ୍କ ବଡ ଭେଟି: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ ପାଇଲା ନୂଆ ରୂପ

ରାମେଶ୍ବରମ୍: ଦକ୍ଷିଣ ଭାରତକୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାମନବମୀ ଅବସରରେ ତାମିଲନାଡୁର ରାମେଶ୍ୱରମରେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିଚନ୍ତି ପ୍ରଧାନମନ୍ତ୍ରୀ । ଯାହାର ନାମ ପମ୍ବନ୍ ସେତୁ ।…