ପ୍ରେମିକଙ୍କୁ କରିଥିଲେ ହତ୍ୟା : ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ
ପ୍ରେମିକଙ୍କୁ କରିଥିଲେ ହତ୍ୟା : ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ ନୂଆଦିଲ୍ଲୀ, ୨୧/୦୧ : ସୋମବାର ଜଣେ ୨୪ ବର୍ଷିୟା ଯୁବତୀ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କେରଳର ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ । ଗ୍ରୀଷ୍ଣା ୨ ବର୍ଷ…
