Category: National

ବିଶ୍ୱକପ ରୋମାଞ୍ଚ; ଆଜି ଭାରତ-ନେଦରଲାଣ୍ଡ୍‌ସ ମୁକିବାଲା

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଭାରତ ଓ ନେଦରଲାଣ୍ଡ୍‌ସ ପରସ୍ପରକୁ ଭେଟିବେ । ପ୍ରଥମ ୩ଟି ମ୍ୟାଚ ଜିତି ସୁପର-୮ ରାଉଣ୍ଡ୍‌ରେ ପ୍ରବେଶ କରିସାରିଥିବା ଭାରତ ଆଧିପତ୍ୟ ଜାରି ରଖିବାକୁ ପ୍ରସ୍ତୁତ । ନେଦରଲାଣ୍ଡ୍ସ ସ୍ୱଦେଶ ଫେରିବା ପୂର୍ବରୁ ଦଳ ଶେଷ…

ବନ୍ଧୁତାର ହାତ ବଢାଇଲା ଭାରତ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଗସ୍ତ ପାଇଁ କଲା ନିମନ୍ତ୍ରଣ

ନୁଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ବାଂଲାଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଅଭିନନ୍ଦନ ପତ୍ର ପ୍ରଦାନ କରିଛନ୍ତି। ବିଦେଶ ସଚିବ ବିକ୍ରମ ମିଶ୍ରଙ୍କ ସହ ଓମ୍ ବିର୍ଲା ଭାରତ ସରକାରଙ୍କ ପକ୍ଷରୁ…

୨୫ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୫ ଓ ୨୬ ତାରିଖ ଦୁଇଦିନ ପାଇଁ ଇସ୍ରାଏଲ ଗସ୍ତରେ ଯିବେ। ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୂଚନା ଦେଇଛନ୍ତି। ରବିବାର ଜେରୁଜେଲମ୍‌ରେ ଆମେରିକୀୟ ଇହୁଦି ସଂଗଠନକୁ ସମ୍ବୋଧନ କରିବା…

T-20 ବିଶ୍ବକପ୍‌ ଅଷ୍ଟ୍ରେଲିଆ ଆଉଟ୍, ଗ୍ରୁପ୍‌ ୱାନ୍‌ରେ ଭାରତ

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା । ଟି-୨୦ ବିଶ୍ୱକପରୁ ବାଦ ପଡ଼ିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସୁପର ୮ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ। ଆୟର୍ଲାଣ୍ଡ-ଜିମ୍ବାୱେ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପରୁ ବାଦ…

ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ,ଛଦ୍ମବେଶରେ ବୁଲୁଛି ଜୈଶ କମାଣ୍ଡର

ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ ସଦସ୍ୟଙ୍କ ଏକ ଗୋଷ୍ଠୀ ଅନ୍ତର୍ଜାତୀୟ ସୀମା ପାର କରି ସଫଳତାର ସହ ଭାରତରେ ଅନୁପ୍ରବେଶ କରିଛନ୍ତି। ଏନେଇ ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି। ମଙ୍ଗଳବାର ସକାଳେ କଠୁଆ ଓ…

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଛାଙ୍କ ସମେତ ଅନେକ…

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

ନୁଆଦିଲ୍ଲୀ: ଇଣ୍ଡିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଓର ଏଆଇ ପାଭିଲିଅନ୍ ପରିଦର୍ଶନ କରିଛନ୍ତି। ସେ ଜିଓ ଦ୍ୱାରା ବିକଶିତ ବିଭିନ୍ନ ଏଆଇ ଆଧାରିତ ମଡେଲ୍ ଏବଂ ସମାଧାନ ବିଷୟରେ ଅବଗତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜିଓ…

ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି : ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ହେବେ ସାମିଲ

ଭାରତରେ ଫ୍ରାନ୍ସ ରାଷ୍ଟ୍ରପତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ତିନି ଦିନିଆ ଗସ୍ତରେ ଭାରତରେ ଆସି ପହଁଚିଛନ୍ତି । ସେ ସୋମବାର ବିଳମ୍ବିତ ରାତ୍ରରେ ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ଏହା ତାଙ୍କର ୨୦୧୭ ପରଠୁ ଚତୁର୍ଥ ଭାରତ…

ଆଜିଠାରୁ ବାଂଲାଦେଶରେ ନୂଆ ସରକାର ; ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ତାରିକ ରହମାନ, ଯୋଗଦେବେ ଓମ୍ ବିର୍ଲା

ଆଜି ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଉତ୍ତରାଧିକାରୀ ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଗତ…

୨୦୨୬ର ପ୍ରଥମ ସୂର୍ଯ୍ୟଗ୍ରହଣ: ଜାଣନ୍ତୁ ସମୟ, ସୂତକ ଏବଂ ପ୍ରଭାବ

ନମସ୍କାର, ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ସ୍ଵାଗତ। ୨୦୨୬ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣକୁ ନେଇ ପ୍ରସ୍ତୁତ ଏହି ବିଶେଷ ରିପୋର୍ଟ: ​୨୦୨୬ର ପ୍ରଥମ ସୂର୍ଯ୍ୟଗ୍ରହଣ: ଜାଣନ୍ତୁ ସମୟ, ସୂତକ ଏବଂ ପ୍ରଭାବ ​ନୂଆଦିଲ୍ଲୀ/ଭୁବନେଶ୍ୱର: ମହାକାଶ ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ର…