Category: National

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି, କିନ୍ତୁ ଏକ ସର୍ତ୍ତ ସହିତ। ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ…

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଉଦ୍‌ଘାଟନ କରିବେ। ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଆୟୋଜନ ଫେବୃଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ରେ ଇଣ୍ଡିଆ…

“ଡିଜିସିଏ” ପକ୍ଷରୁ ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜୋରିମାନା

ନୁଆଦିଲ୍ଲୀ,୧୪|୨: ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜୋରିମାନା | (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜୋରିମାନା ହୋଇଛି । ବୈଧ ବିମାନ ଯୋଗ୍ୟତା ପ୍ରମାଣପତ୍ର ବିନା ବିମାନରେ ଉଡ଼ାଣ ଭରିବା ପାଇଁ ଡିଜିସିଏ ପକ୍ଷରୁ…

​”ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ୬୧ ରନ୍‌ରେ ମାତ୍ ଦେଲା ଭାରତ, ହିରୋ ସାଜିଲେ ଇଶାନ କିଶନ”

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଭାରତ ପୁଣିଥରେ ପାକିସ୍ତାନକୁ ଧୁଳି ଚଟାଇଛି। ଟିମ ଇଣ୍ଡିଆ ୬୧ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରିଥିଲା।…

ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’

ନୁଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁହଁ ପ୍ରତିରୋପଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ସମାପ୍ତ କରିଛି। ଏସିଡ୍ ଆଟାକ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବ ଆସିଛି। ଏଣିକି ଦିଲ୍ଲୀ ଏମ୍ସର…

ଫେବ୍ରୁଆରୀ ୧୭ରେ ଶପଥ ନେବେ ତାରିକ ରେହମାନ, ଭାରତ ସମେତ ୧୩ ଦେଶକୁ ନିମନ୍ତ୍ରଣ

ବାଙ୍ଗଲାଦେଶରେ ବଦଳିଛି ରାଜନୈତିକ ସମୀକରଣ । ବିଏନପି ନେତା ତାରିକ ରେହମାନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ସେ ଆସନ୍ତା ଫେବ୍ରୁଆରୀ ୧୭ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଏହି ଦିନ ସନ୍ଧ୍ୟା ସମୟରେ ସେ…

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ହେବା ପାଇଁ ନିର୍ବାଚନ କମିଶନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ…

ପାଞ୍ଚ ବର୍ଷ ମଧ୍ୟରେ ସହରାଞ୍ଚଳ କ୍ଷେତ୍ର ପାଇଁ ୪ ଲକ୍ଷ କୋଟି ଟଙ୍କାର ନିବେଶକୁ କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ

କ୍ୟାବିନେଟ୍‍ ବୈଠକ ଗୁଡ଼ିକ ସେବାତୀର୍ଥଠାରେ ଏଣିକି ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ସାଉଥ୍‍ ବ୍ଲକ୍‍ରେ ଗତକାଲି ଶେଷ କ୍ୟାବିନେଟ୍‍ ବୈଠକ…

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

ନୁଆଦିଲ୍ଲୀ: ସେବା ତୀର୍ଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଅତି ଜରୁରୀ ଫାଇଲରେ ସ୍ୱାକ୍ଷର କରିଛନ୍ତି ଯାହା ତାଙ୍କର ସେବା ଭାବନାକୁ ପ୍ରତିଫଳିତ କରୁଛି। ସେ ଆଜି ନେଇଥିବା ନିଷ୍ପତ୍ତି ଦେଶର…

ଆସାମରେ କୁମାର ଭାସ୍କରବର୍ମା ସେତୁର ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ଼ ଜିଲ୍ଲାସ୍ଥିତ ଜାତୀୟ ରାଜପଥ ପାଶ୍ୱର୍ରେ ବିକଶିତ ମୋରାନ୍‍ ବାଇପାସ୍‍ରେ ଆଜି ଜରୁରୀକାଳୀନ ଅବତରଣ ବ୍ୟବସ୍ଥାର ଉଦ୍‍ଘାଟନ କରିଛନ୍ତି । ଆସାମକୁ ଦିନିକିଆ ଗସ୍ତ ଅବସରରେ ଶ୍ରୀ ମୋଦୀ ପୂର୍ବାହ୍ନରେ ସେଠାରେ ଅବତରଣ କରିବା ସହ…