Category: National

ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

ରିଲାଏନ୍ସ ଫାଉଣ୍ଡେସନ୍‌ର ନେତୃତ୍ୱରେ ୧୭୦ କୋଟି ଟଙ୍କାର ବହୁ-ସହଭାଗୀ ଶିକ୍ଷା ପ୍ରୟାସ ଶିକ୍ଷାନେକ୍ସଟ୍ (ShikshaNext) ଆରମ୍ଭ କରାଯାଇଛି। ତିନି ବର୍ଷ ଅବଧି ବିଶିଷ୍ଟ ଏହି ପ୍ରୟାସର ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଦେଶବ୍ୟାପୀ ୧.୩ କୋଟିରୁ ଅଧିକ ପିଲାଙ୍କୁ, ବିଶେଷକରି ବଞ୍ଚିତ…

MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ AI ସମିଟ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରି ୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ…

ଏପ୍ରିଲରୁ ୨୨ ରାଜ୍ୟରେ ଏସଆଇଆର, ପ୍ରସ୍ତୁତି ସାରିବାକୁ ସମସ୍ତ ରାଜ୍ୟ ସିଇଓମାନଙ୍କୁ ନିର୍ଦ୍ଦେଶ

ଆସନ୍ତା ଏପ୍ରିଲରୁ ସମଗ୍ର ଦେଶରେ ଭୋଟର ତାଲିକାରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ଆରମ୍ଭ ହେବ । ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ନିର୍ବାଚନ କମିଶନଙ୍କ ସଚିବ ପବନ ଦିୱାନ ୨୨ଟି ରାଜ୍ୟ ଓ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

ନୁଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ୨୫ ଜଣ ସାଂସଦଙ୍କୁ ଗୁଳି କରିବାକୁ ଧମକ ଦେଇଥିବା ରାଜ ସିଂହ ଆମେରାଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଟକ ରଖିଛି। ସୋସିଆଲ ମିଡିଆରେ…

ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ – ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଘୋଷଣା କରିଛନ୍ତି ଯେ, ଜିଓ ଯେଉଁଭଳି ଭାବରେ ଦେଶରେ ଡାଟାକୁ ଶସ୍ତା କରିଥିଲା, ଠିକ ସେହିପରି ଏବେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କୁ ମଧ୍ୟ ସାଧାରଣ…

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରେ ୪ଟି ଆସନରେ ହେବ ନିର୍ବାଚନ । ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ । ଫେବ୍ରୁଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲର…

ମାଗଣା ଯୋଜନା ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା, କହିଲେସବୁକିଛି ମାଗଣାରେ ଦେଲେ,ବିକାଶ ପାଇଁ ଟଙ୍କା କେଉଁଠାର

କିଛି ସମ୍ପ୍ରଦାୟ ପାଇଁ ତାମିଲନାଡୁ ସରକାରଙ୍କ ବିଦ୍ୟୁତ୍ ଶୁଳ୍କ ସବସିଡି ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଆସିଥିଲା। ଏହି ଯୋଜନା ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକ ଉପରେ ଆର୍ଥିକ ଚାପ ବୃଦ୍ଧି କରିଥିଲା, ଯାହା ଫଳରେ…

ଦେଶରେ ରାଜନେତାଙ୍କ ଭାଷଣ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ରାଜନେତା ବଢ଼ାନ୍ତୁ ଦେଶରେ ଭାଇଚାରା

ଦେଶରେ ରାଜନେତାଙ୍କ ଭାଷଣ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଥିଲେ, ରାଜନେତାମାନେ ଦେଶରେ ଭାଇଚାରା ବଢ଼ାଇବା ଲାଗି କାମ କରିବା ଉଚିତ । ସାମ୍ବିଧାନିକ ମୂଲ୍ୟ ବିରୋଧୀ ରାଜନୈତିକ ଭାଷଣ…

ଭାରତରେ ଇନଷ୍ଟା-ଫେସବୁକ୍ ଚଲାଇ ପାରିବେନାହିଁ ନାବାଳକ ! ସରକାର ବନାଉଛନ୍ତି ନୂଆ ଯୋଜନା

ନୁଆଦିଲ୍ଲୀ : ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ଭଳି ବିକଶିତ ଦେଶ ପରେ ଏବେ ଭାରତରେ ମଧ୍ୟ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିବା ଉପରେ ନିୟମ ଆରମ୍ଭ ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ଦିନ ଏକ ପ୍ରେସ୍…

“ଭାରତୀୟ ବାୟୁସେନାରେ ସାମିଲ ହେବ ଫ୍ରାନ୍ସର ‘ହାମର’ ମିଶାଇଲ: ଶତ୍ରୁ ଶିବିରରେ ଖେଳିଗଲା ଆତଙ୍କ”

​“ଆକାଶରୁ ବର୍ଷିବ ନିଆଁ: ଭାରତ-ଫ୍ରାନ୍ସ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି” ​“ଆହୁରି ଶକ୍ତିଶାଳୀ ହେବ ସ୍ୱଦେଶୀ ‘ତେଜସ’, ଫ୍ରାନ୍ସ ସହ ହାମର ମିଶାଇଲ ଡିଲ୍‌ରେ ମୋହର” ​ ​“ଭାରତୀୟ ବାୟୁସେନାରେ ସାମିଲ ହେବ ଫ୍ରାନ୍ସର ‘ହାମର’ ମିଶାଇଲ: ଶତ୍ରୁ ଶିବିରରେ ଖେଳିଗଲା…