ହରିୟାଣାରୁ ୨ ପାକିସ୍ତାନୀ ଗୁପ୍ତଚର ଗିରଫ
ହରିୟାଣିରୁ ୨ ପାକିସ୍ତାନୀ ଗୁପ୍ତଚର ଗିରଫ। ଦୁଇ ଗୁପ୍ତରଙ୍କ ମଧ୍ୟରୁ ଜଣଙ୍କୁୁ ଅମ୍ବାଲାରୁ ଏବଂ ଆଉ ଜଣଙ୍କୁ କୈଥଲରୁ ଗିରଫ କରିଛି ହରିୟାଣା ପୋଲିସ। ଜଣେ ଅଭିଯୁକ୍ତକୁ ପାକିସ୍ତାନକୁ ବାୟୁସେନା ଷ୍ଟେସନ ବିଷୟରେ ସମ୍ବେଦନଶୀଳ ସୂଚନା ଦେବାର ସନ୍ଦେହରେ ଅମ୍ବାଲା ପୋଲିସ…
