Category: National

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୁଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ…

ଆଭାସି ବାଲିଷ୍ଟିକ ମିସାଇଲର ସିରିଜ ପରୀକ୍ଷଣ

ନୁଆଦିଲ୍ଲୀ: ଭାରତ ବୁଧବାର ଦିନ ଓଡ଼ିଶା ଉପକୂଳରେ ଅଳ୍ପ ସମୟ ମଧ୍ୟରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ପ୍ରଳୟ ହେଉଛି ଏକ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କ୍ୱାସି-ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଯାହା ଉଚ୍ଚ ସଠିକତା ସୁନିଶ୍ଚିତ କରିବା ପାଇଁ…

୩ କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସ୍ଥାପନ କଲା ପରୀକ୍ଷା ପେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରମୁଖ ପଦକ୍ଷେପ, ପରୀକ୍ଷା ପେ ଚର୍ଚ୍ଚା (ପିପିସି), ଡିସେମ୍ବର ୩୦, ୨୦୨୫ ସୁଦ୍ଧା ଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କଠାରୁ ୩ କୋଟିରୁ ଅଧିକ ପଞ୍ଜୀକରଣ ହାସଲ କରି ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି।…

ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ‘ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୫’ ଅବସରରେ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍‌ ପ୍ଲାଣ୍ଟ ବର୍ଗରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ଦ୍ଵିତୀୟ ପୁରସ୍କାର

ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ‘ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୫’ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍‌ ପ୍ଲାଣ୍ଟ ବର୍ଗରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ଦ୍ଵିତୀୟ ପୁରସ୍କାର ମେରାମଣ୍ଡଳୀ, 31/12/2025: ଟାଟା ଷ୍ଟିଲର ମେରାମଣ୍ଡଳୀ ପ୍ଲାଣ୍ଟ ପ୍ରତିଷ୍ଠିତ ‘ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୫’ରେ ସମ୍ମାନିତ…

ଦିଲ୍ଲୀରେ ଝଲସିବ ଓଡିଶା ପ୍ରଜ୍ଞାପନ ମେଢ

ଭୁବନେଶ୍ୱର : ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚଳିତ ବର୍ଷ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ। ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାଂପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦୀର୍ଘ ଅସୁସ୍ଥତା ପରେ ପରଲୋକ ଘଟିଛି। ତାଙ୍କ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମଙ୍ଗଳବାର ଏହି ଖବରକୁ ନିଶ୍ଚିତ କରିଛି। ୮୦ ବର୍ଷୀୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ଲିଭର ସିରୋସିସ୍…

ସଫଳତାର ସହ ପରୀକ୍ଷଣ ହେଲା ଦୂରଗାମୀ ଗାଇଡେଡ୍‌ ‘ପିନାକ’ ରକେଟ

କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ସହିତ ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟର ସଫଳତା ସହ ପରୀକ୍ଷଣ କରିଛି । ଡିଆରଡିଓ ସୋମବାର ଓଡ଼ିଶାର ଚାନ୍ଦିପୁରରେ ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟର ପ୍ରଥମ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ…

ନୂଆ ଇତିହାସ ରଚିଲେ ମହାମହିମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି । ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ ‘ଆଇଏନଏସ୍ ବାଘସୀରରେ…

ଉତ୍ତରପ୍ରଦେଶରେ କଟିଲା ୨.୮୯ କୋଟି ମତଦାତାଙ୍କ ନାମ

ଉତ୍ତରପ୍ରଦେଶରେ କଟିଲା ୨.୮୯ କୋଟି ମତଦାତାଙ୍କ ନାମ ଉତ୍ତରପ୍ରଦେଶରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଅଧୀନରେ ପ୍ରାୟ ୨.୮୯ କୋଟି ମତଦାତାଙ୍କ ନାମ କଟାଯାଇଛି। ମୃତ ଓ ଅନୁପସ୍ଥିତ ଭୋଟର୍‌ଙ୍କ ନାମ ହଟାଇ ଦିଆଯାଇଥିବା ନିର୍ବାଚନ କମିସନଙ୍କ…

ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରି ବାଂଲାଦେଶ ବିପଦକୁ ଆମନ୍ତ୍ରଣ କରିଛି

ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରି ବାଂଲାଦେଶ ବିପଦକୁ ଆମନ୍ତ୍ରଣ କରିଛି। ରାୟପୁରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା ।ମୁସଲମାନଙ୍କ ପୂର୍ବଜମାନେ ସନାତନ ଧର୍ମର ଅନୁଗାମୀ ଥିଲେ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ହିନ୍ଦୁଙ୍କୁ ହତ୍ୟା କରି ବାଂଲାଦେଶର ମୁସଲମାନ ପଥଭ୍ରଷ୍ଟର…