ଦିଲ୍ଲୀରେ ଗର୍ଜିଲେ ଭିଏଚ୍ପି ଓ ବଜରଙ୍ଗ ଦଳ
ନୁଆଦିଲ୍ଲୀ: ବାଂଲାଦେଶର ମୈମନସିଂ ପ୍ରାନ୍ତରେ ଈଶ୍ୱର ନିନ୍ଦା ଅଭିଯୋଗରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏବଂ ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ତଥା ହିନ୍ଦୁ ପରିବାରଙ୍କ ଉପରେ ହେଉଥିବା ହିଂସା, ନିର୍ଯାତନା ଆଦି…
