ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇୟୁ ଓ ଇସି ସଭାପତି
ଆଗାମୀ ସାଧାରଣତନ୍ତ୍ର ଦିବସରେ ୟୁରୋପୀୟ ସଂଘ (ଇୟୁ) ସଭାପତି ଉର୍ସୁଲା ଭନ୍ ଡର୍ ଲିୟେନ୍ ଏବଂ ୟୁରୋପିଆନ କାଉନସିଲ (ଇସି) ସଭାପତି ଆଣ୍ଟୋନିଓ କୋଷ୍ଟା ମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ଜଣାପଡିଛି। ଜାନୁଆରୀରେ ଭାରତ ଓ ୟୁରୋପିଆନ ୟୁନିୟନ ମଧ୍ୟରେ ମୁକ୍ତ…
