ଟାଟା ଗ୍ରୁପ୍ ବିବାଦର ଅନ୍ତ ପାଇଁ ଅମିତ ଶାହ, ନିର୍ମଳା ସୀତାରମଣ କଲେ ମଧ୍ୟସ୍ଥତା
ଟାଟା ସନ୍ସରେ ପଦବୀକୁ ନେଇ ତେଜିଛି ବିବାଦ । ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି ନୋଏଲ୍ ଟାଟା ଓ ଏନ. ଚନ୍ଦ୍ରଶେଖରନ୍ । ଦୀର୍ଘ ସମୟ ଧରି ବସିଥିଲା ବୈଠକ । ବୈଠକରେ ଟାଟା ସନ୍ସ ବୋର୍ଡରେ ନିର୍ଦ୍ଦେଶକଙ୍କ…
