Category: National

ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ

ନୂଆଦିଲ୍ଲୀ : ଭୁଶୁଡୁଛି ଲାଲଗଡ଼ । ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ। ମହାରାଷ୍ଟ୍ର ଗଡ଼ଚିରୋଲି ପୋଲିସ ନିକଟରେ ୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛି CPI ମାଓବାଦୀର ବରିଷ୍ଠ ପଲିଟବ୍ୟୁରୋ ସଦସ୍ୟ ସୋନୁ…

୭ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଧାନସଭା ଆସନଗୁଡ଼ିକ ହେଉଛି ଜାମ୍ମୁ-କାଶ୍ମୀରର ବୁଦଗାଓଁ ଏବଂ ନଗ୍ରୋଟା, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘାଟଶିଳା, ତେଲେଙ୍ଗାନାର ଜୁବୁଲି ହିଲ୍‍ସ, ପଞ୍ଜାବର…

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ କରିବେ ଇସ୍ରାଏଲ

ଗାଜା ଯୁଦ୍ଧବିରତିରେ ମଧ୍ୟସ୍ଥତା ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଇସ୍ରାଏଲ’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ଇସ୍ରାଏଲୀ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ କରିବ । ଇସ୍ରାଏଲର ରାଷ୍ଟ୍ରପତି…

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍ ପୁରସ୍କାର

ନୁଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ୨୦୨୫ ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। ‘ଉତ୍ପାଦନ-ଚାଳିତ ଅର୍ଥନୈତିକ ଅଭିବୃଦ୍ଧିକୁ ବାଖ୍ୟା କରିଥିବାରୁ ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଏବଂ ପିଟର୍ ହାୱିଟଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରଦାନ…

ଲାଲୁଙ୍କ ପରିବାରକୁ ଜୋରଦାର ଝଟ୍‌କା: IRCTC ଦୁର୍ନୀତି ମାମଲାରେ କୋର୍ଟ ଦେଲେ ବଡ଼ ରାୟ

ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ, IRCTC ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ପରିବାରର ସମସ୍ୟା ବୃଦ୍ଧି ପାଇଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ବୀ…

ଭାରତରୁ ପାକିସ୍ତାନକୁ ଚେତାବନୀ ଦେଲେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ; ‘ସୁଧୁରିଯା ନ ହେଲେ ଅନ୍ୟ ବାଟ ଅଛି’

ଆଫଗାନିସ୍ତାନ ଓ ପକିସ୍ତାନ ମଧ୍ୟରେ ସୀମାନ୍ତ ସଂଘର୍ଷ ବଢ଼ିବା ପରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର୍ ଖାନ୍ ମୁତ୍ତାକି ରବିବାର ସତର୍କ କରିଛନ୍ତି। ସେ କହିଛନ୍ତି, “ସୀମାନ୍ତରେ ଶାନ୍ତି ପ୍ରୟାସ ବିଫଳ ହେଲେ ଆମେ ଅନ୍ୟ ପଥ ଆପଣାଇବୁ। ପକିସ୍ତାନରେ କିଛି…

ନଭେମ୍ବର ୧୫ରେ ମହାନଦୀ ଶୁଣାଣି

ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଶନିବାର ମହାନଦୀ ଜଳବିବାଦ ପ୍ରାଧିକରଣରେ ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ସରକାରଙ୍କ ଆଡ଼ଭୋକେଟ…

ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଛାତ୍ରୀଙ୍କ ଘର ବାଲେଶ୍ବର ଜିଲ୍ଲା ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ଦୁର୍ଗାପୁର ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।…

ଭାରତ -ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ: ୫ ୱିକେଟ୍ ବିନିମୟରେ ୫୧୮ ରନ୍ କରି ପ୍ରଥମ ଇନିଂସ ଘୋଷଣା କଲା ଭାରତ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୫ ୱିକେଟ୍ ହରାଇ ୫୧୮ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଛି । ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ପରେ ଅଧିନାୟକ…

ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ୍‌ କଲେଜ ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଛାତ୍ରୀଙ୍କ ଘର ବାଲେଶ୍ବର ଜିଲ୍ଲା ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ଦୁର୍ଗାପୁର ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ତାଙ୍କ…