Category: National

ଅପରେସନ ସିନ୍ଧୁ, ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ

ଇରାନରୁ ଭାରତୀଙ୍କୁ ଫେରାଇବା ପାଇଁ ଭାରତର ଅପରେସନ ସିନ୍ଧୁ । ଆଜି ଭାରତ ଫେରିଛନ୍ତି 110 ଜଣ ଭାରୀୟ ଛାତ୍ର । ଇରାନରୁ ଆର୍ମେନିଆର ରାଜଧାନୀ ୟେରେଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି । ଏହି 110 ଜଣ ଭାରତୀୟ ଛାତ୍ର…

ମାଓବାଦୀଙ୍କ ବର୍ବରକାଣ୍ଡ: ୩ ଗ୍ରାମବାସୀଙ୍କ କଲେ ହତ୍ୟା

ଛତିଶଗଡ: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ତିନି ଜଣଙ୍କ ଗଳାକାଟି କରିଛନ୍ତି ହତ୍ୟା । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ…

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ୨ ଖେଳାଳି ଆହତ, ବଦଳ ଖେଳାଳି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ – ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଜୁନ୍ ୨୦ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ପ୍ରଥମ ଟେଷ୍ଟ ଲିଡ୍ସର ହେଡିଂଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ସିନିୟର ଦଳ…

ପ୍ରଧାନମନ୍ତ୍ରୀ ମୋଦିଙ୍କ କାନାଡା ଗସ୍ତ ସମୟରେ ଖଲିସ୍ତାନ ଆତଙ୍କବାଦୀଙ୍କ ‘ଆମ୍ବୁସ୍’ ଷଡ଼ଯନ୍ତ୍ର

କାନାଡାର କାନାନାସ୍କିସ୍‌, ଆଲବର୍ଟାରେ ଜୁନ୍‌ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜି୭ ଶିଖର ବୈଠକରେ ଯୋଗଦେବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଖଲିସ୍ତାନ ଆତଙ୍କବାଦୀ ଗୋଷ୍ଠୀମାନେ ତାଙ୍କୁ ‘ଆମ୍ବୁସ୍’ କରିବା…

ବଢ଼ିଲା ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମା ,ଏହା ପରେ ଆଉ ହେବନି ଫ୍ରୀରେ …

ମାଗଣାରେ ଆଧାର ଅପ୍‌ଡେଟ୍‌ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପଞ୍ଚମ ଥର ପାଇଁ ବଢ଼ାଇଛନ୍ତି। ଚଳିତ ମାସ ୧୪ରେ ସମୟ ସୀମା ଶେଷ ହେଉଥିବା ବେଳେ ତାହାକୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।…

ଇସ୍ରାଏଲ-ଇରାନ ଉତ୍ତେଜନା ଭିତରେ କାନାଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି କାନାଡାରେ ପହଞ୍ଚିଛନ୍ତି। ଆଜି କାନାଡାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୭ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ତମ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାଲଗାରୀରେ ଅବତରଣ…

ଇରାନ-ଇସ୍ରାଏଲ ଉତ୍ତେଜନା ଭିତରେ ଜି-୭ ବୈଠକ ଛାଡ଼ିଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଠାତ୍ ଜି-୭ ସମ୍ମିଳନୀକୁ ଅଧା ବାଟରେ ଛାଡିବାକୁ ଘୋଷଣା କରିଛନ୍ତି। ସେ ଏହି ଶିଖର ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ କାନାଡା ଛାଡି ୱାଶିଂଟନ୍ ଫେରିଆସିଛନ୍ତି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ତୀବ୍ର…

ତୁରନ୍ତ ତେହେରାନ ଛାଡ: ଆଡଭାଇଜରୀ ଜାରି କଲା ଭାରତ

ନୂଆଦିଲ୍ଲୀ: ଭାରତ ମଙ୍ଗଳବାର ଏକ ନୂତନ ପରାମର୍ଶ ଜାରି କରି ତେହେରାନରେ ରହୁଥିବା ଏହାର ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ସହର ଛାଡ଼ି ଯିବାକୁ ଅନୁରୋଧ କରିଛି। ଇରାନର ରାଜଧାନୀ ତେହେରାନ ଇସ୍ରାଏଲୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ନିରନ୍ତର…

ଭାରତରେ ଜରୁରୀ ଅବତରଣ କଲା ବ୍ରିଟେନର ଫାଇଟର ଜେଟ୍ F-35, ଜାଣନ୍ତୁ କାହିଁକି ?

ବ୍ରିଟେନର ଏକ ଫାଇଟର ଜେଟ୍‌ ଭାରତରେ ଜରୁରୀ ଅବତରଣ କରିଛି। ବିମାନଟି ତିରୁଅନନ୍ତପୁରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି। କୁହାଯାଉଛି ଏହି ଫାଇଟର ଜେଟରେ ଇନ୍ଧନ ସରିଯାଇଥିଲା। ଏଥିପାଇଁ କୌଣସି ଜରୁରୀ ସ୍ଥିତିକୁ ଏଡ଼ାଇବା ପାଇଁ ବିମାନକୁ ଲ୍ୟାଣ୍ଡ୍‌ କରିବାକୁ ପଡ଼ିଛି…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କଲେ ସାଇପ୍ରସ୍‌ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି ଏହି ଗସ୍ତ ଏତେ ଖାସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ଗସ୍ତରେ ସାଇପ୍ରସରେ ପହଞ୍ଚିଛନ୍ତି। ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସ୍ ବିମାନବନ୍ଦରରେ ରେଡ କାର୍ପେଟ ବିଛାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ସାଇପ୍ରସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ…