Category: National

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୨୩ା୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଟ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀ ମଙ୍ଗଳବାର ଜୋହାନ୍ସବର୍ଗରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ…

ଆଜି ଲାଣ୍ଡିଙ୍ଗ କରିବ ଚନ୍ଦ୍ରଜାନ -୩

ଆଜି ଚନ୍ଦ୍ରଜାନ ୩ ଚନ୍ଦ୍ର ପୃଷ୍ଠରେ ସନ୍ଧ୍ୟା ୫ ଟା ୪୫ ମିନିଟ ରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ଓ ସନ୍ଧ୍ୟା ୬ଟା ୪ ମିନିଟ ସୁଦ୍ଧା ସଫ୍ଟ ଲାଣ୍ଡିଙ୍ଗ ର ସମ୍ଭାବନା ରହିଛି l ଏହି ସୂଚନା ଇସ୍ରୋର…

ଇଂଲଣ୍ଡକୁ ୪-୦ରେ ହରାଇଲା ଭାରତ

ଡସେଲଡର୍ଫ, ୨୨ା୮ଭାରତର ଜୁନିୟର ହକି ଦଳ ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ହକି ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ୪-୦ ଗୋଲ୍‌ରେ ହରାଇ ଦେଇଛି। ଭାରତ ତରଫରୁ ରାଜିନ୍ଦର ସିଂ (୧୩ତମ), ଅମିର ଅଲି (୩୩ତମ), ଅମନଦୀପ ଲାକ୍ରା (୪୧ତମ) ଓ ଅରିଜିତ୍‌ ସିଂ…

ବିକ୍ରମକୁ ସ୍ବାଗତ କଲା ଚନ୍ଦ୍ରଯାନ-୨ର ଅର୍ବିଟର

ନୁଆଦିଲ୍ଲୀ : ‘ସ୍ବାଗତମ୍ ବନ୍ଧୁ !’ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ)କୁ ଏପରି କହି ସ୍ବାଗତ କରିଛି ଚନ୍ଦ୍ରଯାନ-୨ର ଅର୍ବିଟର୍। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ (ବିକ୍ରମ) ବୁଧବାର ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଯାଉଥିବାବେଳେ ଏହା ସହିତ ଚନ୍ଦ୍ରଯାନ-୨ର ଅର୍ବିଟର ଯୋଗାଯୋଗ…

ପୁଣି ଚନ୍ଦ୍ରଯାନ ପଠାଇଲା ଚନ୍ଦ୍ରର ନୂଆ ଫଟୋ

ପୁଣି ଚନ୍ଦ୍ରଯାନ ପଠାଇଲା ଚନ୍ଦ୍ରର ନୂଆ ଫଟୋ ଅବତରଣ ପାଇଁ ନିରାପଦ ସ୍ଥାନ ଖୋଜୁଛି ଲ୍ୟାଣ୍ଡର ବିକ୍ରମ। ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଓ ଏଭୋଇଡାନ୍ସ କ୍ୟାମେରାରୁ (LHDAC) ଫଟୋ ଉତ୍ତୋଳନ କଲା ବିକ୍ରମ। ସୁରକ୍ଷିତ ଲ୍ୟାଣ୍ଡି ସ୍ଥାନ ଖୋଜିବାରେ ସହଯୋଗ କରୁଛି…

ବିଡିଓ ହେଲେ ଗିରଫ

ବିଡିଓ ହେଲେ ଗିରଫ ଫେରାର୍ ବିଡିଓଙ୍କୁ ଆଠ ବର୍ଷ ପରେ ଗିରଫ କଲା ଭିଜିଲାନ୍ସ। ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ଦିଲ୍ଲୀରୁ ଗିରଫ। ୭ଟି ଦୁର୍ନିତୀ ମାମଲାରେ ରମେଶ ଙ୍କୁ ଖୋଜୁଥିଲା ଭିଜିଲାନ୍ସ। ୨୦୧୫ରୁ ଫେରାର ଥିଲେ ରମେଶ…

ମଣିପୁର ହିଂସା ୩ ଯୁବକଙ୍କୁ ହତ୍ୟା

ମଣିପୁର ହିଂସା ୩ ଯୁବକଙ୍କୁ ହତ୍ୟା ୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା । କୁକି ସଂପ୍ରଦାୟର ୩ ଆଦିବାସୀ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ*ଲ । ନାଗା ବହୁଳ ଉଖରୁଲ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ। Post…

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ନୂଆଦିଲ୍ଲୀ – “ବର୍ତ୍ତମାନ ଆମେ ଯକ୍ଷ୍ମା ଉନ୍ମେଳନ ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ…

ଏଥରକୁ ମିଶାଇ ଲାଲ୍ କିଲ୍ଲାରେ ଦଶ ଥର ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ – ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଏକ ନୂଆ ରେକର୍ଡ କରିଛନ୍ତି। ସେ ବର୍ତ୍ତମାନ ଦଶ ଥର ଜାତୀୟ ପତାକା ଉତ୍ତୋଳନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମକକ୍ଷ…

ଆଜି ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ

ଆଜି ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା। ୨ ଦିନିଆ ଗସ୍ତରେ ଭୁବନେଶ୍ବର ଓ ପୁରୀରେ କାର୍ଯ୍ୟକ୍ରମ। ‘ମୋ ମାଟି, ମୋ ଦେଶ’ ଅଭିଯାନରେ ଯୋଗଦେବେ। ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନକୁ ଯିବେ…