Category: National

ଦେଶରେ ଏପ୍ରିଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକଦିବସ ପାଳନ ହେବ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ପରଲୋକ ଗମନ କରିଛନ୍ତି। ଏଥି ନିମନ୍ତେ ଦେଶରେ ଏପ୍ରିଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକଦିବସ ପାଳନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ସମସ୍ତ…

ଚାରି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ ନିମ୍ନ ମଜୁରୀ ନାଁରେ ଶ୍ରମିକ ମାନଙ୍କ ସହିତ ଦୀର୍ଘ ଦିନ ଧରି କେବଳ ଚାଳନା ହୋଇ…

ଅଷ୍ଟ୍ରେଲିଆରେ ହେବ ‘କ୍ବାର୍ଡ’ ସମ୍ମିଳନୀ

ମେ’ ୨୪ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ହେବ ‘କ୍ବାର୍ଡ’ ସମ୍ମିଳନୀ, ଅଷ୍ଟ୍ରେଲିଆ PMଙ୍କ ସୂଚନା। କ୍ବାର୍ଡ ଗ୍ରୁପରେ ଅଛନ୍ତି ଜାପାନ, ଅଷ୍ଟ୍ରେଲିଆ, ଭାରତ ଓ US। ଇଣ୍ଡୋ-ପାସିଫିକ୍‌ର ସୁରକ୍ଷା ‘କ୍ବାର୍ଡ’ ଗ୍ରୁପର ମୁଖ୍ୟ ଲକ୍ଷ୍ୟ। ମେ’ରେ ଅଷ୍ଟ୍ରେଲିଆ ଯିବେ PM…

ଦେଶର ପ୍ରଥମ ୱାଟର ମେଟ୍ରୋ ଚାଲିବ କୋଚିରେ

କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ୧୦ଟି ଦୀପକୁ ଯୋଡିବ ଏହି ୱାଟର ମେଟ୍ରୋ । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ସ୍ୱତନ୍ତ୍ର…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀ କୁ କଲେ ଅଣଦେଖା

ଅନୁଗୋଳ ସହରର ହେମସୁରପଡ଼ା ଦୁର୍ଗା ମଣ୍ଡପ ପାଖରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୋଟିଏ ପ୍ରତିମୂର୍ତ୍ତି ଅଛି। ତେଣୁ ଗତ କାଲି ବିଜୁଟ୍ଟନାୟକ ଙ୍କର ୨୬ ତମ ତିରୋଧାନ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଅନୁଗୋଳ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଅନୁଗୁଳ ଏନର୍ଜି ପକ୍ଷରୁ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ଉପସ୍ଥିତିରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ଓ ଟାଟା ଷ୍ଟିଲ୍‌ର ଅନ୍ୟତମ ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ( ଏଇଏଲ୍ ) ପକ୍ଷରୁ ମକ୍ ଡ୍ରିଲ୍ ଓ…

ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଅନୁଗୋଳ ଉପଜିଲ୍ଲାପାଳ ବାଇଦୁର ଦୀପ ନେତୃତ୍ଵରେ ଆଜି ଏକ ମଲ୍ଟି ସ୍କ୍ୱାର୍ଡ ଗଠନ କରାଯାଇ ଥିଲା। ରାସ୍ତାରେ ବେଆଇନ ପାର୍କିଂ, ଟ୍ରାଫିକ୍ ସମସ୍ୟା ପେଟ୍ରୋଲ ପମ୍ପ,…

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ରାଜପଥ ଅବରୋଧ ।

ଢେଙ୍କାନାଳ କଲେଜ ବାଇପାସ୍ ଛକ ୫୫ନମ୍ବର ଜାତୀୟ ରାଜପଥ ଅବରୋଧକୁ ଆଜି,ସାଂସଦଙ୍କ ଦ୍ଵାରା ୧ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି। ଜାତୀୟ ରାଜପଥର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ଏହାର…

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତ୍ତର ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ…

ମୁମ୍ବାଇ ଇଣ୍ଡିୟାନକୁ ଧମାକା ଦାର ବିଜୟ ଦେଲେ ନୂତନ କ୍ୟାପଟେନ

ମୁମ୍ବାଇ ଇଣ୍ଡିୟାନକୁ ଧମାକା ଦାର ବିଜୟ ଦେଲେ ନୂତନ କ୍ୟାପଟେନ ଇଶାନ ଙ୍କ ଅର୍ଦ୍ଧଶତକ ଓ କ୍ୟାପଟେନ ଙ୍କ ଧମାକା ଦାର ପାଳିରେ ମୁମ୍ବାଇ ଇଣ୍ଡିୟାନ୍ ର ସହଜ ବିଜୟ। ମୁମ୍ବାଇ ଇଣ୍ଡିୟାନ୍ ଟଚ ଜିତି କଲିକତା ନାଇଟ୍ ରାଇଡ଼ର କୁ…