Category: National

୪ ଚୋର ସମେତ ପାଞ୍ଚ ନାବାଳକ ଗିରଫ

ଅନୁଗୋଳ (୦୯/୦୪/୨୦୨୩) : ଜିଲ୍ଲା ବନ୍ତଳା ପୋଲିସ କୁ ଏକ ବଡ ଧରଣର ସଫଳତା ମିଳିଛି। ଗେଞ୍ଜଇ ନିଶାରେ ଚୋରି କରୁଥିବା ଚୋର ମାନଙ୍କ ଏତେ ଲମ୍ବା ତାଲିକା ରହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କ ଅଭିଯୋଗ ପୋଲିସ ପାଖକୁ ଆସୁନଥିଲା।…

ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ତେଲଙ୍ଗାନାରେ ସିକନ୍ଦରାବାଦ ରେଳ ଷ୍ଟେଶନରେ ପହଞ୍ଚି ସିକନ୍ଦରାବାଦ-ତିରୁପତିର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ…

ଗଜ ଉତ୍ସବ – ୨୦୨୩ର ଉଦ୍ଘାଟନ

ଗଜ ଉତ୍ସବ – ୨୦୨୩ର ଉଦ୍ଘାଟନ ଏପ୍ରିଲ ୭, ୨୦୨୩ : କାଜିରଙ୍ଗା ଜାତୀୟ ଉଦ୍ୟାନ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଜ ଉତ୍ସବ – ୨୦୨୩ ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ,…

ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ।

ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ । ଖୋଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ । > ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ…

ଆଜି ଶାସକ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳନ ହେଲା ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ

ଏହି ଶାସକ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସାରା ଦେଶରେ ଏହି ପ୍ରତିଷ୍ଠା ଦିବସ ବିଜେପି କର୍ମୀ ମାନେ ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସଭାପତି ଜେ ପି ନଡ୍ଡା ଏହି ପ୍ରତିଷ୍ଠା ଦିବସ ପାଳନର…

ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ

ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ । ଦ୍ବିତୀୟ ପର୍ଯ୍ୟାୟରେ ଦିନ ଟିଏ ବି ଚାଲିପାରିଲାନି ଲୋକସଭା । ଶେଷ ଦିନରେ ବି ହଙ୍ଗାମା ଯୋଗୁଁ ଲୋକସଭାକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟସଭାକୁ ଦିନ ୨ଟା…

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଙ୍କ ପରଲୋକ

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥ ମହୋତଙ୍କର ପରଲୋକ ହୋଇଛି। ଚେନ୍ନାଇର ଅପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ଅସ୍ତ୍ରୋପଚାର ଜନିତ ଚିକିତ୍ସା ଚାଲୁଥିଲା। ମାର୍ଚ୍ଚ ୧୪ ତାରିଖରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

୧୦ ଜନପଥରେ ମା ସୋନିଆଙ୍କ ସହ ରହିବେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ୧୦ ଜନପଥରେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ଘରକୁ ଯିବେ। ସୂଚନାନୁସାରେ, ରାହୁଲଙ୍କ ଘରର ଜିନିଷ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ସ୍ଥାନାନ୍ତର ହେବା ଆରମ୍ଭ କରିଛି। ଏଥି ସହ ରାହୁଲଙ୍କ…

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି

ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି ସୁଖୋଇରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। SU30 MKIରେ ବସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶନିବାର ସୁଖୋଇରେ ଯାତ୍ରା କରିବେ ରାଷ୍ଟ୍ରପତି। ତେଜପୁର ଏୟାରଫୋର୍ସ ଷ୍ଟେସନ ଗସ୍ତ ସମୟରେ ଯାତ୍ରା କରିବେ। Post Views: 13