Category: National

ସିରିଜ୍ ପରାଜୟ ପରେ ଅଧିନାୟକଙ୍କ ଚିନ୍ତା: ବିଶ୍ୱକପ୍‌ରେ ୧୧ଟି ମ୍ୟାଚ୍ ଖେଳିବାକୁ ହେଲେ…

ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ୨୭ ରନ୍‌ରେ ପରାଜୟ ସହ ଭାରତୀୟ ଦଳ ୧-୨ରେ ସିରିଜ୍ ହାରିଛି। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇ ସିରିଜ୍ ହାତଛଡ଼ା କରିଛି। ସିରିଜ୍ ପରାଜୟ ପରେ…

ପୋଲିସ ବିଭାଗରେ ଶୋକ: ତ୍ରିପୁରା DGP ଅନୁରାଗ ଧନକାରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଧନକାରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୋମବାର ତାଙ୍କ ଅଫିସ୍ କ୍ୟାବିନ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ…

ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବି ଘୋଷଣା

ନୁଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା…

ଆକାଶ ଛୁଇଁଲା ଭାରତର ସ୍ୱପ୍ନ: ବିକ୍ରମ-୧ ସଫଳ, ବୈଜ୍ଞାନିକଙ୍କୁ ପିଏମ୍ ମୋଦୀଙ୍କ ପ୍ରଶଂସା

🚀 ମହାକାଶରେ ଭାରତର ଐତିହାସିକ ଉଡ଼ାଣ, ସଫଳ ହେଲା ବିକ୍ରମ-୧ ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ ସଫଳତାର ସହ କକ୍ଷପଥରେ ପହଞ୍ଚି…

ନିଟ୍ ପେପର ଲିକ୍‌ ମାମଲାରେ ଦୋଷୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଖାରଜ କଲେ ଆଠୱାଲେ

ନିଟ୍ ପେପର ଲିକ୍‌ ମାମଲାରେ ଦୋଷୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଖାରଜ କଲେ ଆଠୱାଲେ ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଖାରଜ କରିଛନ୍ତି କେନ୍ଦ୍ରମନ୍ତ୍ରୀ…

ଇରାନୀ ଆକ୍ରମଣରେ ଜୋର୍ଡାନରେ ୨ ଆମେରିକୀୟ ସୈନ୍ୟ ମୃତ: ଜଣେ ନିଖୋଜ, ଆମେରିକାକୁ ତେହରାନର ଚେତାବନୀ

ଜୋର୍ଡାନରେ ଇରାନୀ ଆକ୍ରମଣରେ ଆମେରିକାକୁ ବଡ଼ ଝଟକା: ୨ ସୈନ୍ୟ ନିହତ, ଜଣେ ନିଖୋଜ ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଆହୁରି ଉଗ୍ର ରୂପ ନେଉଛି। ଜୋର୍ଡାନରେ ହୋଇଥିବା ଏକ ଇରାନୀ ଆକ୍ରମଣରେ ଦୁଇ ଜଣ…

୨-୧ରେ ସିରିଜ୍‌ କବ୍‌ଜା କଲା ଇଂଲଣ୍ଡ, ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଲା ମାତ୍

ରୋହିତଙ୍କ ଶତକ ବି ଫିକା, ୨୭ ରନରେ ହାରିଲା ଭାରତ; ୨-୧ରେ ଇଂଲଣ୍ଡର ସିରିଜ୍‌ ବିଜୟ ଲଡର୍‌ସ, ୨୦/୭: ରୋହିତ ଶର୍ମାଙ୍କ ଦମଦାର ଶତକ ମଧ୍ୟ ଭାରତକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ରବିବାର ଖେଳାଯାଇଥିବା ୩ୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକାଲ ୩୭୦’ର ଦବଦବା, ଶ୍ରେଷ୍ଠ ଅଭିନେତ୍ରୀ ହେଲେ ୟମୀ ଗୌତମ

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକାଲ ୩୭୦’ର ଦବଦବା, ଶ୍ରେଷ୍ଠ ଅଭିନେତ୍ରୀ ହେଲେ ୟମୀ ଗୌତମ ଭାରତୀୟ ସିନେମା ଜଗତର ସମ୍ମାନଜନକ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକାଲ ୩୭୦’ ଚଳଚ୍ଚିତ୍ର ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ସମ୍ମାନିତ ହୋଇଛି। ଫିଲ୍ମର କାହାଣୀ…

ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ନୂଆ ରେଳ ସେବାର ଶୁଭାରମ୍ଭ, ରାମନଗର-ଡେରାଡୁନ ଏକ୍ସପ୍ରେସ ଗଡ଼ିଲା

ରାମନଗର-ଡେରାଡୁନ ମଧ୍ୟରେ ଆରମ୍ଭ ହେଲା ପ୍ରଥମ ସିଧାସଳଖ ଏକ୍ସପ୍ରେସ ସେବା ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ସୁବିଧା। ରାମନଗର ଏବଂ ଡେରାଡୁନ ମଧ୍ୟରେ ପ୍ରଥମଥର ପାଇଁ ସିଧାସଳଖ ଏକ୍ସପ୍ରେସ ଟ୍ରେନ୍ ସେବା ଆରମ୍ଭ ହୋଇଛି। କେନ୍ଦ୍ର…

ସଂସଦ ଅଧିବେଶନ ପୂର୍ବରୁ ମୋଦିଙ୍କ ସହ ସୁଦୀପଙ୍କ ସାକ୍ଷାତ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ମୌସୁମୀ ଅଧିବେଶନ ପୂର୍ବରୁ ମୋଦିଙ୍କୁ ଭେଟିଲେ ସୁଦୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦିଲ୍ଲୀର ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର, ଜୁଲାଇ ୧୮ରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କ ନେତା ସୁଦୀପ…