ସର୍ବଦଳୀୟ ବୈଠକରେ ବିଦ୍ରୋହୀ ସାଂସଦଙ୍କ ଉପସ୍ଥିତିକୁ ନେଇ ଅସନ୍ତୋଷ, ବିରୋଧୀଙ୍କ ବିରୋଧ
ସର୍ବଦଳୀୟ ବୈଠକରେ ଟିଏମସି ବିବାଦ, ବିଦ୍ରୋହୀ ସାଂସଦଙ୍କୁ ନିମନ୍ତ୍ରଣକୁ ବିରୋଧୀଙ୍କ ଆପତ୍ତି ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନକୁ ନେଇ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ରାଜନୈତିକ ମତଭେଦ ଦେଖାଦେଇଛି। ଏହାକୁ ନେଇ ବିରୋଧୀ…
