ମମତା ବାନାର୍ଜୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ପ୍ରସିଦ୍ଧ ଫୁଟବଲ୍ ପ୍ରତିମାକୁ ଭାଙ୍ଗି ଦିଆଗଲା
ପଶ୍ଚିମବଙ୍ଗର ରାଜନୀତିକ ପରିବର୍ତ୍ତନ ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍ ଷ୍ଟାଡିୟମ ବାହାରେ ଥିବା ଏକ ବିବାଦୀୟ ଫୁଟବଲ୍ ପ୍ରତିମାକୁ ଭାଙ୍ଗି ଦିଆଯାଇଛି। ଶରୀରରୁ ଅଲଗା ଦୁଇଟି ଗୋଡ଼ ଏବଂ…
