ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ
ନୁଆଦିଲ୍ଲୀ: ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜସ୍ଥାନର ନାଗୌର ଅନ୍ତର୍ଗତ ମେର୍ଟା ସହରରେ ରାଜପୁତ ଶାସକ ରାଓ ଡୁଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ପଡ଼ୋଶୀ ପାକିସ୍ତାନକୁ ଅତ୍ୟନ୍ତ କଠୋର ଭାଷାରେ ଚେତାବନୀ…
