Category: National

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା

ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବଡ଼ ବିଜୟ ପରେ, ଭାରତୀୟ ଖେଳାଳିମାନେ ମୈଦାନରେ ସେଲିବ୍ରେସନ କରିଥିଲେ। ମ୍ୟାଚ୍ ପରେ, ଅନେକ ଭାରତୀୟ ଖେଳାଳିଙ୍କ ପରିବାର ଏବଂ…

ଦେଶରେ ତେଲ, ଗ୍ୟାସର ଅଭାବ ନାହିଁ: ମନ୍ତ୍ରୀ

ନୁଆଦିଲ୍ଲୀ: ଦେଶରେ ତେଲ, ଗ୍ୟାସର କୌଣସି ଅଭାବ ନାହିଁ କହିଲେ ମନ୍ତ୍ରୀ । ଲୋକସଭାରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ପେଟ୍ରୋଲ , ଡିଜେଲ, କିରୋସିନି କିମ୍ବା ଇନ୍ଧନ ତେଲର କୌଣସି ଅଭାବ ନାହିଁ । ଦେଶ…

ରିଲିଜ ହେବ ୪୮ ହଜାର କିଲୋଲିଟର କିରୋସିନ୍‌

ନୁଆଦିଲ୍ଲୀ: ଏଲପିଜି ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୪୮ ହଜାର କିଲୋଲିଟର କିରୋସିନ୍ । ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି । ଏନେଇ ଅର୍ଡର ଜାରି କରାଯାଇଛି, ରାଜ୍ୟକୁ ଦିଆଯିବ କିରୋସିନ । ପ୍ରତି ତ୍ରୈମାସିକରେ…

ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ

ମୂଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଦଳ ବ୍ୟାପକ ପ୍ରସ୍ତୁତି କରୁଛନ୍ତି। ଉଭୟ ଗୃହର ବିରୋଧୀ ସାଂସଦମାନେ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି । ୧୨୦ ଲୋକସଭା ସାଂସଦ ଏବଂ ୬୦ ରାଜ୍ୟସଭା…

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

ନୁଆଦିଲ୍ଲୀ: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଭାରତର ପ୍ରମୁଖ ବିଶ୍ୱସ୍ତରୀୟ ବୟନ କାର୍ଯ୍ୟକ୍ରମ ‘ଭାରତ ଟେକ୍ସ ୨୦୨୬’ର ଶୁଭାରମ୍ଭ କରିଛନ୍ତି, ଯାହା ବିଶ୍ୱ ବୟନ ଅର୍ଥନୀତିରେ ଦେଶର ବଢୁଥିବା ନେତୃତ୍ୱକୁ ସୂଚାଉଛି। ଶିଳ୍ପ, ସରକାର ଏବଂ ବାଣିଜ୍ୟିକ ସଂସ୍ଥାର ଅଂଶୀଦାରମାନଙ୍କୁ…

ରାଷ୍ଟ୍ରର ସୁରକ୍ଷା କବଚ: CISF ର ୫୭ତମ ପ୍ରତିଷ୍ଠା ଦିବସ।ଶିଳ୍ପ ଓ ସମ୍ପତ୍ତିର ଅଦୃଶ୍ୟ ପ୍ରହରୀ: ଜାଣନ୍ତୁ CISF ର ଗୌରବମୟ ଗାଥା।

NTPC ରୁ NALCO: ଶିଳ୍ପ ସମୃଦ୍ଧ ଓଡ଼ିଶାର ସୁରକ୍ଷା ଭାର ବୀର CISF ହାତରେ। ବିଶେଷ ରିପୋର୍ଟ: ଦେଶର ଶିଳ୍ପ ଓ ସମ୍ପତ୍ତିର ସୁରକ୍ଷା କବଚ ‘CISF’ ଆଜି ହେଉଛି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା CISF ର ସ୍ଥାପନା…

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳମ୍‌ର ଚଳଚଞ୍ଚଳ ଉପକୂଳ ସହର କୋଚି ଗସ୍ତ କରିଥିଲେ ଓ ରାଜ୍ୟର ପ୍ରଗତି ତ୍ବରାନ୍ବିତ କରିବାକୁ ବିଭିନ୍ନ ପ୍ରଭାବଶାଳୀ ପ୍ରକଳ୍ପର ଉଦଘାଟନ କରିଥିଲେ। ନିବେଶର ବ୍ୟାପକତା ଉପରେ ଗୁରୁତ୍ୱାରୋପ କରି, ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦ କୋଟି…

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୁଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ‘ଜଳ ମହୋତ୍ସବ ୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ, ଭାରତରେ ଜଳ କେବଳ ଏକ ମୌଳିକ ଆବଶ୍ୟକତା ନୁହେଁ, ବରଂ ଏହା ଆମର ସଂସ୍କୃତି, ପରମ୍ପରା, ଜୀବିକା ଏବଂ ସାମୂହିକ…

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ କଂଗ୍ରେସ ରାଜନୀତି କରୁଛି: ମୋଦୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଗୁଜବ ପ୍ରସାରଣ ଏବଂ ଦେଶ ଭିତରେ ରାଜନୀତି କରୁଥିବାର ଅଭିଯୋଗ କରିଛନ୍ତି । ସଭା କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଆତ୍ମନିର୍ଭରଶୀଳ…

ଦୁବାଇ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୪ ଆହତ

ନୁଆଦିଲ୍ଲୀ: ଇରାନ -ଆମେରିକା- ଇସ୍ରାଏଲ ବିବାଦ ମଧ୍ୟରେ ଦୁବାଇରେ ଏକ ବଡ ଦୁର୍ଘଟଣା ଘଟିଛି । ଦୁବାଇ ମିଡିଆ ଅଫିସ ଆନୁଷ୍ଠାନିକ ଭାବରେ କହିଛି ଯେ, କିଛି ସମୟ ପୂର୍ବରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ଡ୍ରୋନ ଖସିପଡିଥିଲା ।…