Category: National

ଅତାବିରା ପୋଲିସ ହାତରେ ବ୍ରାଉନ ସୁଗର ଜବତ, ୧ ଗିରଫ! SDPO ଙ୍କ ସାମ୍ବାଦିକ ସମ୍ବିଳନୀ

ଭୁବନେଶ୍ୱର: ଆଜି ନୁହେଁ ଆସନ୍ତାକାଲି ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଓଡିଶା ପହଞ୍ଚିବା ପରେ ସିଧା ମୁଣ୍ଡୁଳି ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ପରେ ପାରାଦୀପ ଓ ଭୁବନେଶ୍ୱରରେ ମଧ୍ୟ ଶାହ କାର୍ଯ୍ୟକ୍ରମରେ ଯୋଗ…

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

ନୁଆଦିଲ୍ଲୀ: ଇରାନ-ଇସ୍ରାଏଲ ଉତ୍ତେଜନା ମଧ୍ୟରେ ବାହାରିନ ଯାତ୍ରା କରିଥିବା ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ଅନେକ ତେଲୁଗୁ ପରିବାର ସେଠାରେ ଫସି ରହିଛନ୍ତି। ଫେବୃଆରୀ ୨୪ ତାରିଖରେ ଚାରି ଦିନିଆ ପର୍ଯ୍ୟଟନ ଭିସା ଗସ୍ତରେ ଆସି ସେମାନେ ଏବେ ବାହାରିନର ରାଜଧାନୀ…

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ନେତା ପଶ୍ଚିମ ଏସିଆର ପରିବର୍ତ୍ତିତ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବ ଉପରେ…

ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଶିବେଶ କୁମାର ମଧ୍ୟ ବିହାରରୁ ଦ୍ୱିତୀୟ ପ୍ରାର୍ଥୀ । ଆସାମରୁ ତେରାଶ ଗୋୱାଲା, ଜୋଗେନ ମୋହନ…

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

ନୂଆଦିଲ୍ଲୀ – ପୁଣି ଥରେ ଅନ୍ତର୍ଜାତୀୟ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ଘୃଣ୍ୟ କାର୍ଯ୍ୟକଳାପକୁ ପଣ୍ଡ କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ବିକାନେର ଜିଲ୍ଲାର ଖାଜୁୱାଲା ସେକ୍ଟରରେ ଏକ ମିଳିତ ଅଭିଯାନ ଚଳାଇ କୋଟି କୋଟି ଟଙ୍କାର ହେରୋଇନ୍ ଜବତ କରିଛନ୍ତି।…

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପବିତ୍ର ନଗରୀ ମଦୁରାଇରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି…

ଇରାନ୍-ଆମେରିକା ଯୁଦ୍ଧକୁ ନେଇ ସତର୍କ କରାଇଲା ଭାରତ, ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି

ଭାରତର ସବୁ ରାଜ୍ୟକୁ ହାଇ-ଆଲର୍ଟ! । ଗୃହ ମନ୍ତ୍ରଣାଳୟର ଚେତାବନୀ । ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ବଢ଼ିଲା ଉତ୍ତେଜନା, ସଜାଗ ରହିବାକୁ ନିର୍ଦ୍ଦେଶ । ଖାମେନେଇଙ୍କ ମୃତ୍ୟୁକୁ ନେଇ ଭାରତରେ ହାଇ-ଆଲର୍ଟ । ସବୁ ରାଜ୍ୟକୁ କେନ୍ଦ୍ରର ଚେତାବନୀ ।…

ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଟିମ ଇଣ୍ଡିଆ ଚମତ୍କାର ବିଜୟ ହାସଲ କରିଛି। ଆଜି ୫ ୱିକେଟରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ ଦଳ ବଡ ବିଜୟ ହାସଲ କରିଛି। ଏହି…

ମଧ୍ୟପ୍ରାଚ୍ୟ ବିବାଦ ଭିତରେ ବୈଠକ ଡାକିଲେ ମୋଦୀ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ମଧ୍ୟପ୍ରାଚ୍ୟ ବିବାଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯:୩୦ରେ ଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକର ଅଧ୍ୟକ୍ଷତା କରିବେ। ମୋଦୀ ପ୍ରାୟ ରାତି…

ଖାମେନେଇଙ୍କ ହତ୍ୟା ବିରୋଧରେ ଭାରତରେ ପ୍ରତିବାଦ

ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। ଉତ୍ତେଜନା…