ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର
ନୁଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ୟୁଏଇର ବିଭିନ୍ନ ବିମାନବନ୍ଦରରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସରକାର ଉଦ୍ଧାର କରିଛନ୍ତି। ଗତ ତିନିଦିନ ମଧ୍ୟରେ ଆବୁଧାବି, ଦୁବାଇ, ସାରଜା ଭଳି ବିମାନବନ୍ଦରରୁ ୭୦୦୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଗଲାଣି। ଆଗାମୀ ୪୮ ଘଣ୍ଟା…
