Category: Opinion

ନିର୍ବାଚନ କମିଶନ ନେଲେ ବଡ଼ ଆକ୍ସନ,ବିହାର ପରେ ଏବେ ସାରା ଦେଶରେ ହେବ ଭୋଟର ଯାଞ୍ଚ !

ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନକୁ ନେଇ ବିବାଦ ସମାପନ ହୋଇନଥିବା ବେଳେ ଏବେ ନିର୍ବାଚନ କମିଶନ ସାରା ଦେଶରରେ ଏସ୍‍ଆଇଆର୍‍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିରୋଧୀ ଦଳ ଦୁଇ ଦିନ ଧରି ଏସ୍‍ଆଇଆର୍‍ ଉପରେ ସଂସଦରେ ହଙ୍ଗାମା…

ସ୍ବଛ ଭାରତ ମିଶନରେ ନାଲକୋ ନଗର ବିଫଳ

ସ୍ବଛ ଭାରତ ମିଶନରେ ନାଲକୋ ନଗର ବିଫଳ ରୋଗକୁ ହାତଠାରି ଡାକୁଛି ନବରତ୍ନ କମ୍ପାନୀ ନାଲକୋ୧୨ ଦିନ ଧରି ନାଲକୋ ନଗରରେ ସଫେଇ ବନ୍ଦ ସାଇନ୍ ବୋର୍ଡ ଓ କାନ୍ଥରେ ରହିଯାଇଛି ନାଲକୋ ସ୍ୱଚ୍ଛ ଭାରତ ମିଶ ନନାଲକୋର ଆପାରଗତା ଯୋଗୁ…

ଏହି ବିଧାୟକ ମାନଙ୍କୁ ମିଳିବ ଖାଲିଥିବା ୬ ମନ୍ତ୍ରୀ ପଦ, ମନମୋହନ କଲେ ଖୁଲାସା

ରାଜ୍ୟରେ ଭାଜପା ସରକାର ଗଠନର ଗୋଟିଏ ବର୍ଷ ପୂରଣ ହୋଇସାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ରହିଛନ୍ତି। ଏହା ବାଦ୍‌ ୬ଟି ମନ୍ତ୍ରୀ ପଦ…

କମୁନି ଓଡି଼ଆ ଫିଲ୍ମ ‘ବୋଉ ବୁଟୁ ଭୂତ’ କ୍ରେଜ; ସର୍ବାଧିକ ଆୟ କରିଥିବା ଓଡ଼ିଆ ଫିଲ୍ମ

କମୁନି ଓଡି଼ଆ ଫିଲ୍ମ ‘ବୋଉ ବୁଟୁ ଭୂତ’ କ୍ରେଜ । ଫିଲ୍ମ ଦିନକୁ ଦିନ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ବର୍ତ୍ତମାନ ‘ବୋଉ ବୁଟୁ ଭୂତ’ ସହ ‘ଅନନ୍ତା’ ପରଦାରେ ରିଲିଜ ହୋଇଥିବା ବେଳେ ଗତ ୪ ତାରିଖରେ ପ୍ରଭୁ…

ଜୁଲାଇ ୯ ଶ୍ରମିକ ଧର୍ମଘଟ ରାଜନୈତିକ ଉଦେଶ୍ୟ ପ୍ରୋଣୋଦିତ -ରୁଦ୍ର ନାରାୟଣ ପାଣି

*ଜୁଲାଇ ୯ ଶ୍ରମିକ ଧର୍ମଘଟ ରାଜନୈତିକ ଉଦେଶ୍ୟ ପ୍ରୋଣୋଦିତ -ରୁଦ୍ର ନାରାୟଣ ପାଣି** (ମୋଦି ସରକାର ଶ୍ରମିକ ମାନଙ୍କର ସମସ୍ୟା ପ୍ରତି ଯତ୍ନଶୀଳ,ଶ୍ରମିକ ମାନେ ଜୁଲାଇ ୯ ଧର୍ମଘଟ ରୁ ଓହରି ଯାଆନ୍ତୁ -ରୁଦ୍ର ନାରାୟଣ ପାଣି*) ଅନୁଗୁଳ :ତା 06/07:…

୨୦ରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’, କରିପାରନ୍ତି ବଡ଼ ଘୋଷଣା

ଭୁବନେଶ୍ୱର: ଜୁନ ୨୦ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ହେବ ରୋଡ୍‌ ଶୋ। ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ଅପରାହ୍ନ ୩ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ କରାଯିବ…

ଲୋଧାଝରୀ ଗ୍ରାମର ସୁଭଦ୍ରା ଗଣଦୁଷ୍ମର୍ମ ପ୍ରସଙ୍ଗତାଳଚେର ଉପ-ଜିଲ୍ଳାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଲୋଧାଝରୀ ଗ୍ରାମର ସୁଭଦ୍ରା ଗଣଦୁଷ୍ମର୍ମ ପ୍ରସଙ୍ଗତାଳଚେର ଉପ-ଜିଲ୍ଳାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ତାଳଚେର, ୦୮-୦୯/୦୫ ତାଳଚେର ଉପଖଣ୍ଡ କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମର ସୁଭଦ୍ରା ନାମୀ ଯୁବତୀ ଭୂବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର…

Pahalgam Terror Attack:ଏବେ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ ପିଓକେ ଆଣିବାର ସମୟ ଆସିଛି

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବର୍ତ୍ତମାନ ସମସ୍ତ ବିରୋଧୀ ନେତା କେନ୍ଦ୍ର ସରକାରଙ୍କୁ ଯୁଦ୍ଧ ପାଇଁ ଉସ୍‌କାଉଛନ୍ତି। ଏଥିରେ ଟିଏମ୍‌ସି ଜୋର୍‌ସୋର୍‌ରେ ଲାଗି ପଡ଼ିଛି। ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାର ସମୟ ଆସିଯାଇଛି।…

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଭେଣ୍ଡିଙ୍ଗଜୋନ୍ କାହାସ୍ୱାର୍ଥରେ!

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଭେଣ୍ଡିଙ୍ଗଜୋନ୍ କାହାସ୍ୱାର୍ଥରେ! କୁକୁର, ଗାଈଗୋରୁଙ୍କ ପାଲଟିଛି ଆଡ୍ଡାସ୍ଥଳୀ ତାଳଚେର, ୧୭/୦୪ ତାଳଚେର ପୌରପରିଷଦ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ପକ୍ଷରୁ ସ୍ଥାନୀୟ ଲିଙ୍ଗରାଜ ରାସ୍ତା ପାଶ୍ୱର୍ରେ ୨୮/୦୧/୨୦୨୪ ତାରିଖରେ ପୂର୍ବତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ବ୍ରିଜକିଶୋର…

ଦିନକୁ ଦିନ ସମସ୍ୟାରେ ଛନ୍ଦି ହେଉଛି ତାଳଚେର ଉପଖଣ୍ଡକମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା

ଦିନକୁ ଦିନ ସମସ୍ୟାରେ ଛନ୍ଦି ହେଉଛି ତାଳଚେର ଉପଖଣ୍ଡକମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା ତାଳଚେର, ୧୪/୦୪ କିଛି ବର୍ଷ ହେବ ଭୂତଳ ଜଳସ୍ତର କମୁଥିବା ବେଳେ ପାନୀୟଜଳ ସମସ୍ୟା ଏହି ଅଂଚଳରେ ବୃଦ୍ଧି ପାଇବାର ଦେଖାଯାଉଛି । ଏନେଇ…

You missed