ତାମିଲନାଡୁ ନିର୍ବାଚନ: ଏକଜିଟ୍ ପୋଲରେ ବିଜୟଙ୍କ ‘ଟିଭିକେ’ର ଦବଦବା!
ତାମିଲନାଡୁ ନିର୍ବାଚନ: ଏକଜିଟ୍ ପୋଲରେ ବିଜୟଙ୍କ ‘ଟିଭିକେ’ର ଦବଦବା! ତାମିଲନାଡୁ ରାଜନୀତିରେ ଏବେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ବିଭିନ୍ନ ଏକଜିଟ୍ ପୋଲ୍ ଅନୁଯାୟୀ, ଚଳିତ ବିଧାନସଭା ନିର୍ବାଚନରେ ସୁପରଷ୍ଟାର ବିଜୟଙ୍କ ନେତୃତ୍ୱାଧୀନ ଦଳ ଏକ ଚମତ୍କାର ପ୍ରଦର୍ଶନ କରିବାକୁ…
