Category: Politics

ତାମିଲନାଡୁରେ ରୋଚକ ମୋଡ଼; ଟିଭିକେ ୧୦୭ଟି ଆସନରେ ଆଗରେ

ଭୋଟ୍ ଗଣତି ବଢ଼ିଚାଲିଥିବା ବେଳେ ତାମିଲନାଡୁରେ ଦେଖିବାକୁ ମିଳିଛି ରୋଚକ ମୋଡ଼। ପ୍ରାରମ୍ଭିକ ଗଣତି ବେଳେ ଆଗରେ ରହିଥିବା ଶାସକ ଡିଏମ୍‌କେ ମେଣ୍ଟକୁ ଲାଗିଛି ବଡ଼ ଧକ୍କା। କାନ୍ଦିଲେଣି ଡିଏମ୍‌କେ ନେତା ଓ କର୍ମୀ। କାରଣ ଗଣତି ଆଗେଇ ଚାଲିବା ସହିତ…

ପଶ୍ଚିମବଙ୍ଗରେ ଆଗରେ ବିଜେପି

ପଶ୍ଚିମବଙ୍ଗରେ ଆଗରେ ବିଜେପି !ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଶାସକ TMCକୁ ପଛରେ ପକାଇ ଆଗୁଆ ଚାଲିଛି ବିଜେପି । ଟୋଟଲ 293 ସିଟ ରୁ ବିଜେପି ୧୪୫ ଆସନରେ ଆଗୁଆ, ଟି ଏମ…

ଆଉ କିଛି ସମୟର ଅପେକ୍ଷା ପରେ ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଆସିବ ନିର୍ବାଚନୀ ଫଳ

ନୁଆଦିଲ୍ଲୀ : ଆଜି ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଫଳ ଆସିବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀର ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି…

ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କ ବିରୋଧରେ ୟୁପି ବିଧାନସଭାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି

ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କ ବିରୋଧରେ ୟୁପି ବିଧାନସଭାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛିଲକ୍ଷ୍ନୌ: (ଏପ୍ରିଲ 30) ଲୋକସଭାରେ ମହିଳା ସଂରକ୍ଷଣରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭାର ଉଭୟ ଗୃହ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ…

ମମତା ଭବାନୀପୁରର ଗଣନା କେନ୍ଦ୍ରର ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲେ, ଭୋଟ ମେସିନରେ ହେରଫେର ଅଭିଯୋଗ ଆଣିଲେ

ମମତା ଭବାନୀପୁରର ଗଣନା କେନ୍ଦ୍ରର ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲେ, ଭୋଟ ମେସିନରେ ହେରଫେର ଅଭିଯୋଗ ଆଣିଲେକୋଲକାତା: (ଏପ୍ରିଲ 30) ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଗୁରୁବାର ଦକ୍ଷିଣ କୋଲକାତାର ସଖାୱତ ମେମୋରିଆଲ ସ୍କୁଲରେ ପହଞ୍ଚିଲେ, ଯାହା ଭବାନୀପୁର ବିଧାନସଭା…

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

କେରଳରେ ୟୁଡିଏଫ୍ ମେଣ୍ଟ ସରକାର ଗଠନ କରିବାକୁ ପ୍ରସ୍ତୁତ ଥିବା ପରି ଜଣା ପଡୁଛି । ସର୍ଭେ ଅନୁଯାୟୀ ବାମ ଦଳ ବହୁମତ ପାଇବାରୁ ବଞ୍ଚିତ ହୋଇପାରେ । ଯଦି ଏଗଜିଟ ପୋଲ ସଠିକ୍ ପ୍ରମାଣିତ ହୁଏ, ତେବେ ୧୦ ବର୍ଷ…

ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି:ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଗୃହରେ ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦାନା ମାଝୀ ଘଟଣାରେ ଓଡିଶା ନିନ୍ଦିତ ହେଲା। ସେତେବେଳେ ନବୀନ ବାବୁ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ। ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା, ବିଜୁ ବାବୁଙ୍କ ପ୍ରତି…

ବିଜେପି ମହିଳା ଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି : ନବୀନ

ଭୁବନେଶ୍ଵର : ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ମହାବିତର୍କ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ପ୍ରସଙ୍ଗରେ ମୋସନ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ…

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଧବାର ଦିନ ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭେଟି ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଏବଂ ଗୁରୁତ୍ୱ ବିଷୟରେ…

ତାମିଲନାଡୁ ନିର୍ବାଚନ: ଏକଜିଟ୍ ପୋଲରେ ବିଜୟଙ୍କ ‘ଟିଭିକେ’ର ଦବଦବା!

ତାମିଲନାଡୁ ନିର୍ବାଚନ: ଏକଜିଟ୍ ପୋଲରେ ବିଜୟଙ୍କ ‘ଟିଭିକେ’ର ଦବଦବା! ତାମିଲନାଡୁ ରାଜନୀତିରେ ଏବେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ବିଭିନ୍ନ ଏକଜିଟ୍ ପୋଲ୍ ଅନୁଯାୟୀ, ଚଳିତ ବିଧାନସଭା ନିର୍ବାଚନରେ ସୁପରଷ୍ଟାର ବିଜୟଙ୍କ ନେତୃତ୍ୱାଧୀନ ଦଳ ଏକ ଚମତ୍କାର ପ୍ରଦର୍ଶନ କରିବାକୁ…