ସମ୍ଭାବ୍ୟ ବାତ୍ୟା ଆଶଙ୍କା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ନଭେମ୍ବରରେ ଆସିବା ସମ୍ଭାବନା
ସମ୍ଭାବ୍ୟ ବାତ୍ୟା ଆଶଙ୍କା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ନଭେମ୍ବରରେ ଆସିବା ସମ୍ଭାବନା ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଓଡ଼ିଶା ତଥା ରାଇରଙ୍ଗପୁର ଗସ୍ତ…
