Category: Special

ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ପାନୀୟ ଜଳ ନିଗମ

ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା। ଖୁବଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଓଡିଶା ଟିମ ଯିବ । ନିଗମର…

ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା

ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା ଦେଉଳଝରି, ସାତକୋଶିଆ, ଖୁଲୁଡି, ବାୟାଣୀ ପାଠ ଓ ହିଙ୍ଗୁଳା ପୀଠରୁ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚିଲା ମଶାଲ ଅନୁଗୋଳ ତା.୧୨.୦୪: ଚଳିତ ମାସ ୧୭ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ…

ତେହରି ହ୍ରଦରେ ୨୫ତମ ଅଲ୍ ଇଣ୍ଡିଆ ପୋଲିସ ୱାଟର ସ୍ପୋର୍ଟ୍ସ କ୍ଲଷ୍ଟର ୨୦୨୫-୨୬ ସମାପ୍ତ

ତେହରି ହ୍ରଦରେ ୨୫ତମ ଅଲ୍ ଇଣ୍ଡିଆ ପୋଲିସ ୱାଟର ସ୍ପୋର୍ଟ୍ସ କ୍ଲଷ୍ଟର ୨୦୨୫-୨୬ ସମାପ୍ତ ତେହରି, ଉତ୍ତରାଖଣ୍ଡ | ଏପ୍ରିଲ ୨୦୨୬ ଆଜି ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଦ୍ୱାରା ସୁନ୍ଦର ତେହରି ହ୍ରଦରେ ଆୟୋଜିତ ୨୫ତମ ଅଲ୍ ଇଣ୍ଡିଆ ପୋଲିସ…

ଆଜିର ରାଶିଫଳ

ନମସ୍କାର! ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକ ଓ ଦର୍ଶକବନ୍ଧୁମାନଙ୍କୁ ସ୍ୱାଗତ। ଆଜି ୧୩ ଏପ୍ରିଲ ୨୦୨୬, ସୋମବାର, ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ପୂର୍ବ ସନ୍ଧ୍ୟାରେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ପାଇଁ କଣ ରହିଛି ଆଜିର ଭାଗ୍ୟଫଳ।…

ପ୍ରତିଷ୍ଠିତ ଗାୟିକା ଆଶା ଭୋସଲେଙ୍କର ୯୨ ବର୍ଷ ବୟସରେ ପରଲୋକ

ଏଣିକି ଆଉ ଶୁଭିବନି ଆଶା ଭୋସଲେଙ୍କ କଣ୍ଠସ୍ୱର । ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି । ଗତକାଲି (ଏପ୍ରିଲ ୧୧, ୨୦୨୬ ଶନିବାର) ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍…

ଭାଜପାର ରାଜ୍ୟ ସ୍ଥାୟୀ ନିୟନ୍ତ୍ରତ ସଦସ୍ୟ ଭାବେ ମନୋନୀତ ହେଲେ ସମୀର ଦାଶ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦ୍ୱାରା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ୭୨ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ…

ଆଜିର ରାଶିଫଳ

ଆଜି ରବିବାର, ୧୨ ଏପ୍ରିଲ ୨୦୨୬। ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକ ଓ ଦର୍ଶକଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ…

ପ୍ରଧାନ ମନ୍ତ୍ରୀ ମୋଦୀ ଓ ବିରୋଧି ଆନ୍ଦୋଳନ ନେତା ରାହୁଲ ଗାନ୍ଧୀଙ୍କ ଭେଟ – ଏହାକୁ ନେ଼ଇ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ – ଭାରତୀୟ ରାଜନୀତିରେ ଅନେକ ରୋଚକ ଘଟଣାମାନ ଦେଖିବାକୁ ମିଳେ। ରାଜନୀତିରେ ସରକାର ଓ ବିରୋଧୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସଂସଦ ଭିତରେ ଓ ବାହାରେ ଉଭୟ ଉଭୟଙ୍କ ଉପରେ ଆରୋପ – ପ୍ରତ୍ୟାରୋପ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ…

ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା, ଘରୁ ମିଳିଥିଲା ବିପୁଳ ଟଙ୍କା

ନୁଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ…

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ଆଜି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ଇସ୍ତାହାର ପ୍ରକାଶ କରିଛନ୍ତି। କୋଲକାତାର ନ୍ୟୁ ଟାଉନରେ ଇସ୍ତାହାର ପ୍ରକାଶ କରି ଅମିତ ଶାହ କହିଛନ୍ତି…