Category: Special

ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ଣ୍ଣକାଳୀନ ଡାଇରେକ୍ଟର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ନିର୍ଦ୍ଦେଶକ ମଣ୍ଡଳୀ ଅନନ୍ତ ଅମ୍ବାନୀଙ୍କୁ କମ୍ପାନୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ରିଲାଏନ୍ସ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ଏକ ଫାଇଲିଂରେ କହିଛି ଯେ ମାନବ ସମ୍ବଳ, ନାମାଙ୍କନ ଏବଂ ପୁନଃନିର୍ମାଣ କମିଟିର ସୁପାରିଶ କ୍ରମେ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଅନୁଗୁଳ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଅନୁଗୁଳ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ ମେରାମଂଡଳୀ ,ଏପ୍ରିଲ 26, 2025:ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ପୌର ପାଳିକା ଅନୁଗୁଳ ଏବଂ ଟାଟା ଷ୍ଟିଲ ମେରାମଂଡଳୀ (ଟିଏସଏମ) ର ମିଳିତ ସହଭାଗୀତାରେ ଅନୁଗୁଳ ମହୋତ୍ସବ ଆରମ୍ଭ…

ଅନୁଗୋଳ ମହୋତ୍ସବ ନେଇ ସାମ୍ବାଦିକ ସମିଳନୀ ଅନୁଷ୍ଠିତ

ଅନୁଗୋଳ ମହୋତ୍ସବ ନେଇ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ଅନୁଗୋଳ : ଆଜି ବୁଧବାର ସର୍କିଟ ହାଉସ ସଭା କକ୍ଷରେ ଅନୁଗୋଳ ମହୋତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ…

ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ଶକ୍ତି ଦୁବେ

ଭୂବନେଶ୍ୱର: ୟୁପିଏସସି ଦ୍ୱାରା ସିଭିଲ୍ ସର୍ଭିସେସ୍ ପରୀକ୍ଷାର ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଓ ତାଙ୍କ ପରିବାର

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ୪ ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସକାଳ ୯ଟା ୪୫ ମିନିଟରେ ତାଙ୍କ ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଥିଲା । ତାଙ୍କୁ ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ…

ଖାଇକୁ ଖସିଲା କାର: ୬ ଜୀବନ ଗଲା

ମଧ୍ୟପ୍ରଦେଶର ରାଇସେନରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ବର ଏବଂ କନ୍ୟାକୁ ନେଇ ଯାଉଥିବା କାରଟି ନିୟନ୍ତ୍ରଣ ବାହାରକୁ ଯାଇ କଲଭର୍ଟରେ ପିଟି ହୋଇ ଖାଲକୁ ଖସିପଡିଥିଲା। ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ବର୍ଷର ଝିଅ…

ଛତିଶଗଡ଼ରେ ୨ ହାର୍ଡକୋର ମାଓବାଦୀ ନିହତ

ଚ୍ଛତିଶଗଡ଼ରେ ଏନ୍‌କାଉଣ୍ଟର । ଛତିଶଗଡ଼ରେ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । କୋଣ୍ଡାଗାଓଁ-ନାରାୟଣପୁର ସୀମାନ୍ତ କିଲମ-ବାରଗୁମ୍‌ ମାର୍କମ ପାଲ ଜଙ୍ଗଲରେ ମୃତ୍ୟୁ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପୂର୍ବରୁ ନିହତ…

ରାଜ୍ୟରେ ୪୫ ଡିଗ୍ରୀ ଟପିଲା ତାପମାତ୍ରା, ଆଜି ୪ ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ

ଭୂବନେଶ୍ୱର: ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ବର୍ଷୁଛି ନିଆଁ। ୪୫ ଡିଗ୍ରୀ ଡେଇଁଲା ପାରଦ। ଆଜିଠୁ ଗ୍ରୀଷ୍ମ ଲହରୀ ଆରମ୍ଭ। ୨୩ରୁ ସାଂଘାତିକ ହେବ ତାତି। ଝାରସୁଗୁଡ଼ା ତାପମାତ୍ରା ୪୫.୪ ଡିଗ୍ରୀ ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର। ୧୪ ସହରରେ ତାପମାତ୍ରା…

ଆତଙ୍କୀ ହେବେ ନିପାତ; ଜମ୍ମୁ-କଶ୍ମୀରରେ ମୁତୟନ ହେବେ କୋବ୍ରା କମାଣ୍ଡୋ

ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ‘ଅପରେସନ୍ ଅଲ୍ ଆଉଟ୍’କୁ ସୁଦୃଢ଼ ​​କରିବା ପାଇଁ ସିଆରପିଏଫ୍ ୧୧ତମ କୋବ୍ରା କମାଣ୍ଡୋ ବାଟାଲିୟନକୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ…

ଶତ୍ରୁ ଛାତିରେ ଛନକା! ଫ୍ରାନ୍ସରୁ ଆଉ ୪୦ଟି ରାଫେଲ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ୍ ନିରନ୍ତର ଭାବରେ ତାର ବାୟୁସେନାକୁ ମଜବୁତ କରୁଥିବା ବେଳେ, ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଏହି ସମୟରେ, ଏକ ପ୍ରତିରକ୍ଷା ସମ୍ପର୍କିତ ୱେବସାଇଟ୍ ତାର ରିପୋର୍ଟରେ କହିଛି ଯେ ଭାରତ…