Category: Special

ଭାରତ-ସ୍ଲୋଭାକ୍‍ ବ୍ୟବସାୟିକ ଫୋରମ୍‍କୁ ବ୍ରାଟିସ୍‍ଲାଭାଠାରେ ଉଦ୍‍ଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍‍ଲାଭା ଠାରେ ସ୍ଲୋଭାକ୍‍- ଭାରତ ବ୍ୟାବସାୟିକ ଫୋରମ୍‍କୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ…

ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ

ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ ଭୂବନେଶ୍ୱର,୧୧/୦୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ ପାଇଁ ଏକ ଯୋଜନା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର…

ଜନତା ହାଇସ୍କୁଲରେ ବ୍ଲକସ୍ତରୀୟ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ

ଜନତା ହାଇସ୍କୁଲରେ ବ୍ଲକସ୍ତରୀୟ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ (ପରିପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ପ୍ରଦର୍ଶନୀ)ବରଗଡ଼ (ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ସଭାପତିତ୍ୱରେ ପରିବେଶ ଶିକ୍ଷା…

ଶନିବାର ଦିନ ସାରଙ୍ଗଧର ଷ୍ଟାଡିଅମ, କାମାକ୍ଷାନଗର, ଢେଙ୍କାନାଳ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ ହେବ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା, ଢେଙ୍କାନାଳଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଆସନ୍ତା ତା- ୧୯.୦୪.୨୦୨୫ ରିଖ ଶନିବାର ଦିନ ସାରଙ୍ଗଧର ଷ୍ଟାଡିଅମ, କାମାକ୍ଷାନଗର, ଢେଙ୍କାନାଳ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରା ଯାଉଅଛି I…

୨୦୨୮ ଅଲମ୍ପିକ୍ସରେ କ୍ରିକେଟ ଏଣ୍ଟ୍ରି ହେବ

ନୁଆଦିଲ୍ଲୀ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ୧୪୧ତମ ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବେ ପ୍ରବେଶ ମିଳିଛି। ଏହି କ୍ରୀଡାକୁ ୨୦୨୮ ଲସ୍…

ପ୍ରଥମ ବିରାଟ ଶ୍ରୀ ରାମ ଲୀଳା ମହୋତ୍ସବ ପାଳନ, କର୍ଲା ଗୁଡା

ପ୍ରଥମ ବିରାଟ ଶ୍ରୀ ରାମ ଲୀଳା ମହୋତ୍ସବ ପାଳନ, କର୍ଲା ଗୁଡା ଗୋଲାମୁଣ୍ଡା/୮/୪/୨୫/ଏକ ଐତିହାସିକ ମହୋତ୍ସବ ପାଳନ ଦେଖିବାକୁ ମିଳୁଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ , କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗଗ୍ରାମ ପଂଚାୟତ ଅଧିନରେ ଥିବା କର୍ଲାଗୁଡା…

ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

ଭୂବନେଶ୍ୱର, ୦୮/୦୪ : ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବ୍ରହ୍ମପୁରରେ ତାରାତାରିଣୀ ଦର୍ଶନ ବେଳେ ମନ୍ତ୍ରୀ ଏହି ସୂଚନା…

କୁଲାଡ଼ ରେ ୨୭ତମ ମଙ୍ଗଳା ମୋହତ୍ସବ

କୁଲାଡ଼ ରେ 27ତମ ମଙ୍ଗଳା ମୋହତ୍ସବ ଅନୁଗୋଳ/କୁଲାଡ଼ – ଗତ କାଲି କୁଲାଡ଼ର ଅଧିଷ୍ଠାତ୍ରୀ ଦେବି ମା ମଙ୍ଗଳା ଙ୍କର 27ତମ ମୋହତ୍ସବ ଅନୁଷ୍ଠିତ ହୋଇ ଅଛି, ଏଥିରେ କୁଲାଡ଼ ଗ୍ରାମର ସମସ୍ତ ଯୁବ ବର୍ଗ ଙ୍କୁ ନେଇକି ଆୟୋଜନ କରାଯାଇଥଏ,…

ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ

ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ଅନୁଗୋଳ, ତା.୦୮-୦୪: – ଚଳିତ ମାସ ୧ ତାରିଖ ଓଡିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ନବ ବର୍ଷ ପର୍ଯ୍ୟନ୍ତ ବହୁ ଆଡମ୍ବରର…

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍ ଉଦଘାଟିତ

ଭୂବନେଶ୍ଵର, ୦୭-୦୮/୦୪ : ସପ୍ତମ ବାଟାଲିୟନ ପଡ଼ିଆରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍-୨୦୨୫ ଆନୁଷ୍ଠାନିକଭାବେ ଆଜି ଉଦଘାଟିତ ହୋଇଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି…