ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରବର୍ଗ ଙ୍କ ପାଖରେ ପହଁଞ୍ଚିଲେ ଯୁବନେତା
ପରଜଙ୍ଗ/୨୧-୦୧-୨୦୨୩ : ପିତିରି ଗ୍ରାମ ପଞ୍ଚାୟତ ଖାଲପାଳ ଗ୍ରାମର ଲେଖ ନାଏକ ଙ୍କୁ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଃଖଦ ଖବର ଶୁଣି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥି ଯୁବବର୍ଗ ଙ୍କର ଆଦର୍ଶ ପାଲଟିଥିବା ବିଜେଡି…
