Category: Uncategorized

ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ଅଞ୍ଚଳ ବାସିଙ୍କ ସାଧାରଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ ତା ୨୬.୦୧.୨୦୨୬ ରିଖ ସକାଳ ୮.୩୦ ମିନିଟ ସମୟରେ ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ଅଞ୍ଚଳ ବାସି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ବିକାଶ ସମିତି ର ସଭାପତି ଶ୍ରୀ ଯୋଗୀ ନାଥ ମହାନ୍ତି…

You missed