ପ୍ରାଇଭେଟ୍ କମ୍ପାନୀ କୁ ବିରୋଧ କରି ଉପ ଜିଲ୍ଲାପାଳ ଙ୍କୁ ଭେଟିଲେ ଧରମପୁର ପଞ୍ଚାୟତବାସୀ
ପ୍ରାଇଭେଟ୍ କମ୍ପାନୀ କୁ ବିରୋଧ କରି ଉପ ଜିଲ୍ଲାପାଳ ଙ୍କୁ ଭେଟିଲେ ଧରମପୁର ପଞ୍ଚାୟତବାସୀ ତାଳଚେର, ୦୯/୦୪ ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଏବଂ କଙ୍କିଳି ଗ୍ରାମ ପଞ୍ଚାୟତ ର ଜାଗା ରୁ କୋଇଲା ଖନନ ଓ ଉତ୍ତୋଳନ ପାଇଁ ରୁଙ୍ଗଟା…
