Category: ଅନୁଗୋଳ

ପବିତ୍ର ରଥଯାତ୍ରା ମହା ସମାରୋହରେ ସମ୍ପନ୍ନ

ପବିତ୍ର ରଥଯାତ୍ରା ମହା ସମାରୋହରେ ସମ୍ପନ୍ନ ଅନୁଗୋଳ – ଆଜି ଅନୁଗୋଳ ଜିଲ୍ଲାର ବିଭିନ୍ନ ସହର ଓ ଗ୍ରାମ ମାନଙ୍କରେ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ତିନି ରଥରେ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଓ ପ୍ରଭୁ…

କଲଣ୍ଡାପାଳ ଗ୍ରାମକୁ ଅନୁଗୋଳ ଜିଲ୍ଲାର ଆଦର୍ଶ ଗ୍ରାମ ରୂପେ ଚିହ୍ନଟ

କଲଣ୍ଡାପାଳ ଗ୍ରାମକୁ ଅନୁଗୋଳ ଜିଲ୍ଲାର ଆଦର୍ଶ ଗ୍ରାମ ରୂପେ ଚିହ୍ନଟ ଅନୁଗୋଳ – ତା.୧୯/୦୬:- ଗତ ୧୭ ତାରିଖରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କୋର୍ଟ ରୁମ୍ ଠାରେ ଆଦର୍ଶ ଗ୍ରାମ ସମ୍ପର୍କରେ ଏକ…

ଅନୁଗୁଳ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ଅନୁଗୁଳ – ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ…

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ 2023 ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ 2023 ଅନୁଷ୍ଠିତ. ……………………………….. ଅନୁଗୋଳ ତା 18/06/2023 ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ…

ଗଞ୍ଜେଇ ବୋଝେଇ କାର ଧକ୍କାରେ ମହିଳା ମୃତ

ଗଞ୍ଜେଇ ବୋଝେଇ କାର ଧକ୍କାରେ ମହିଳା ମୃତ କ୍ଷତିପୂରଣ ଦାବିରେ ମହୀଧରପୁର ଛକରେ ରାସ୍ତା ଅବରୋଧ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଉପରସାହି ବନ୍ତଳା ରାସ୍ତା ପାର୍ଶ୍ୱ ବ୍ରିଜ ପୂର୍ବରୁ ଆଜି ସନ୍ଧ୍ୟାରେ ଏକ ଗଞ୍ଜେଇ ବୋଝେଇ…

ବନ୍ଦ ଭଡ଼ା ଗୃହରୁ ମୃତଦେହ ଉଦ୍ଧାର

ବନ୍ଦ ଭଡ଼ା ଗୃହରୁ ମୃତଦେହ ଉଦ୍ଧାର ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ସ୍ଥିତ ଏକ ଭଡ଼ା ଘରୁ ପୁଲିସ ଏକ ଅଣ ଓଡ଼ିଆ ଶ୍ରମିକର ଶବ ଉଦ୍ଧାର କରିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ ଝାଡ଼ଖଣ୍ଡ ରାଜ୍ୟର ହାତୁରାବଣି ଅଞ୍ଚଳର ଉଜ୍ବଳ…

ବାର୍ଷିକ ଆଥଲେଟିକ୍ ମିଟ୍ -2023 ଆସନ୍ତା 17 ଓ 18 ତାରିଖରେ ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ ରେ ହେବାକୁ ଯାଉଛି

ବାର୍ଷିକ ଆଥଲେଟିକ୍ ମିଟ୍ -2023 ଆସନ୍ତା 17 ଓ 18 ତାରିଖରେ ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ ରେ ହେବାକୁ ଯାଉଛି ଅନୁଗୋଳ -ଅଥଲେଟ ସିଲେକ୍ସନ ପାଇଁ ସୁଯୋଗ ଯୋଗାଇ ଦିଆଯାଉଛି। 22 ଓ 25 ଜୁନ୍ 2023 ରେ ଭୁବନେଶ୍ୱରର…

ବଡ ଧୁମ ଧାମର ସହ ରଜ ମହୋତ୍ସବ ପାଳିତ ହୋଇଯାଇଛି

ବଡ ଧୁମ ଧାମର ସହ ରଜ ମହୋତ୍ସବ ପାଳିତ ହୋଇଯାଇଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପାରିଜାତ କ୍ଲବ ଠାରେ ରଜ ମହୋତ୍ସବ ବଡ ଧୁମ ଧାମରେ ପାଳନ କରାଯାଇଥିଲା । ବଳରାମପ୍ରସାଦ ର ଅପରାଜିତା ମହିଳା…

ଗେଲ ଇଣ୍ଡିଆର ଗ୍ୟାସ ପାଇପ ଭାଲବ କଟି ପ୍ରାକୃତିକ ଗ୍ୟାସ ନିର୍ଗତ

ଗେଲ ଇଣ୍ଡିଆର ଗ୍ୟାସ ପାଇପ ଭାଲବ କଟି ପ୍ରାକୃତିକ ଗ୍ୟାସ ନିର୍ଗତ ……………………………., ଅନୁଗୋଳ ତା.15/06/2023 ଆଜି ପ୍ରାୟ ଦିନ 2ଟା ସମୟରେ ଅନୁଗୁଳ ଜିଲ୍ଲାର ବନରପାଳ ତହସିଲ ଅନ୍ତର୍ଗତ ବଳରାମ ପ୍ରସାଦ ଅଂଚଳର ପିଙ୍ଗୁଆ ଗ୍ରାମ ନିକଟରେ ଥିବା ଏକ…

ଆରମ୍ଭ ହେଲା କଂଗ୍ରେସର ଦଳୀୟ କନ୍ଦଳ – ଅନୁଗୋଳ

ଆରମ୍ଭ ହେଲା କଂଗ୍ରେସର ଦଳୀୟ କନ୍ଦଳ – ଅନୁଗୋଳ ନୂତନ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ବିରୋଧ କଲେ ବ୍ଲକ କଂଗ୍ରେସ ଅନୁଗୋଳ:ବଅଁରପାଳ ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ ଙ୍କ ନେତୃତ୍ୱରେ ଆଜି କେତେକ କଂଗ୍ରେସ କର୍ମୀ ଓ…