ଖଣି ସିକ୍ୟୁରିଟିଙ୍କ ଏକି ଅସଭ୍ୟତା
ଖଣି ସିକ୍ୟୁରିଟିଙ୍କ ଏକି ଅସଭ୍ୟତା଼ତାଳଚେର, ୦୩/୦୯ ତାଳଚେର ଜଗନ୍ନାଥ ଜୈନିକ ଖଣି କର୍ମଚାରୀଙ୍କ ଅବସର ଗ୍ରହଣ ପରେ ସେହି କର୍ମଚାରୀ ଏମସିଏଲକୁ କ୍ୱାର୍ଟରଟିକୁ ତୁରନ୍ତ ହସ୍ତାନ୍ତର କରିଥାନ୍ତି । ମାତ୍ର ସମ୍ପୃକ୍ତ ଖଣିକର୍ମଚାରୀ ଅବସର ଗ୍ରହଣ ୨ମାସ ସରିଯାଇଥିଲେ ମଧ୍ୟ କ୍ୱାର୍ଟରକୁ…
ତାଳଚେର ଗଣେଶପୂଜାକୁ ଦୃଷ୍ଟିରେ ରଖି ଟାଉନ ପୋଲିସର ଫ୍ଲାଗମାର୍ଚ୍ଚ
ତାଳଚେର ଗଣେଶପୂଜାକୁ ଦୃଷ୍ଟିରେ ରଖି ଟାଉନ ପୋଲିସର ଫ୍ଲାଗମାର୍ଚ୍ଚତାଳଚେର, ୦୩/୦୯ ପୂଜା ପାର୍ବଣଋତୁ ଆଗମନ ପୂର୍ବରୁ ତାଳଚେର ଅଂଚଳରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ତା’ଉପରେ ଆଜି ତାଳଚେର ଟାଉନ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରିବା ସହିତ ଲୋକଙ୍କୁ ସଚେତନତା…
ଚଳିତ ସେପ୍ଟେମ୍ବର ୧୨ ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ଚଳିତ ସେପ୍ଟେମ୍ବର ୧୨ ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତଅନୁଗୋଳ, ୦୩.୦୯: ଚଳିତ ୧୨ ସେପ୍ଟେମ୍ବର (ଶନିବାର) ଅନୁଗୋଳ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା ଓ ବଅଁରପାଳସ୍ଥିତ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୬ ଅନୁଷ୍ଠିତ ହେବାକୁ ଯାଉଅଛି।ଏହି…
ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି
ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲିଅନୁଗୋଳ, ତା. ୦୩.୦୯:— ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର (ଅଗ୍ନିବୀର ଜିଡି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର ଟ୍ରେଡ୍ସମ୍ୟାନ ଅଷ୍ଟମ…
ଯୁବ ଆଇନଜୀବୀ ସୁଧୀର ମହାପାତ୍ରଙ୍କ ଅକାଳ ବିୟୋଗ
ଯୁବ ଆଇନଜୀବୀ ସୁଧୀର ମହାପାତ୍ରଙ୍କ ଅକାଳ ବିୟୋଗ ତାଳଚେର,୨/୯: ସହର ଆଠ ନମ୍ବର ୱାର୍ଡ କାରିଗରପଡା ଅଞ୍ଚଳର ଜଣେ ସ୍ୱାଭିମାନ ଯୁବ ଆଇନଜୀବୀ ତଥା ବ୍ୟବସାୟୀ ସୁଧୀର କୁମାର ମହାପାତ୍ରଙ୍କର(୫୧ ବର୍ଷ ବୟସରେ) ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଘଟଣାରେ…
ନୀଳକଣ୍ଠେଶ୍ଵର ମହାବିଦ୍ୟଳୟରେ ‘ଖେଳୋ ଇଣ୍ଡିଆ ଡ଼ାଇଲଗ ଯୁବ କ୍ରୀଡ଼ା’ କାର୍ଯ୍ୟକ୍ରମ
ନୀଳକଣ୍ଠେଶ୍ଵର ମହାବିଦ୍ୟଳୟରେ ‘ଖେଳୋ ଇଣ୍ଡିଆ ଡ଼ାଇଲଗ ଯୁବ କ୍ରୀଡ଼ା’ କାର୍ଯ୍ୟକ୍ରମତାଳଚେର, ୦୨/୦୯ ନୀଳକଣ୍ଠେଶ୍ଵର ଡ଼ିଗ୍ରୀ ମହାବିଦ୍ୟଳୟରେ ଏନ୍ଏସ୍ଏସ୍ ସହ-ୟୁନିଟ୍ ଆନୁକୂଲ୍ୟରେ ଗୁରୁବାର ‘ଖେଳୋ ଇଣ୍ଡିଆ ଡ଼ାଇଲଗ ଯୁବ କ୍ରୀଡ଼ା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଏନ୍ଏସ୍ଏସ୍…
ତାଳଚେର ପୌରପରିଷଦରେ ଚାଲିଲା ରାସ୍ତା ସଫେଇ ଯାନ୍ତ୍ରୀକ ଗାଡ଼ି
ତାଳଚେର ପୌରପରିଷଦରେ ଚାଲିଲା ରାସ୍ତା ସଫେଇ ଯାନ୍ତ୍ରୀକ ଗାଡ଼ିତାଳଚେର, ୦୨/୦୯ ରାଜ୍ୟର ଧୂଳିଧୂଆଁ ସହରଭାବେ ତାଳଚେର ଏକନମ୍ବର ସ୍ଥାନରେ ରହିଥିବା ବେଳେ ପୌରପରିଷଦ ପକ୍ଷରୁ ଏହାର ନିରାକରଣ ପାଇଁ ଅଂଟା ଭିଡ଼ିଛନ୍ତି । ଏହାର ଦାୟୀତ୍ୱ ନଗରପାଳ ନେଇ ଦୈନିକ ସଫେଇକୁ…
ତାଳଚେର ବ୍ଲକରେ ମତ୍ସବିଭାଗ ହୋଇଗଲା କି ଉଭାନଜନସାଧାରଣ ହନ୍ତସନ୍ତ : ଦୀର୍ଘ ୧୫ବର୍ଷ ହେବ ୪ପଦବୀ ପଡ଼ିଛି ଖାଲି
ତାଳଚେର ବ୍ଲକରେ ମତ୍ସବିଭାଗ ହୋଇଗଲା କି ଉଭାନଜନସାଧାରଣ ହନ୍ତସନ୍ତ : ଦୀର୍ଘ ୧୫ବର୍ଷ ହେବ ୪ପଦବୀ ପଡ଼ିଛି ଖାଲିତାଳଚେର, ୦୨/୦୯ ବହୁ ପୂରାତନ ତାଳଚେର ବ୍ଲକରେ ଏବେ ଖୋଜା ପଡ଼ିଛି ମତ୍ସବିଭାଗର ଅଧିକାରୀଙ୍କୁ । ଯାହାକୁ ପଚାରିଲେ କିଏ କୁହନ୍ତି କି…
