ତାଳଚେରରେ ବିଭତ୍ସ ହତ୍ୟାକାଣ୍ଡ; ଛୁରାମାଡ଼ରେ ଜଣେ ମୃତ, ଜଣେ ଗୁରୁତର
ତାଳଚେରରେ ବିଭତ୍ସ ହତ୍ୟାକାଣ୍ଡଛୁରାମାଡ଼ରେ ଜଣେ ମୃତ, ଜଣେ ଗୁରୁତର଼ତାଳଚେର, ୩୧/୦୮ ତାଳଚେର ଅଂଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଥିବା ଜଣାପଡ଼ିଛି । ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି ବଚସାକୁ ନେଇ ଛୁରାମାଡ଼ ହୋଇଥିବା ଘଟଣା ଅଂଚଳରେ ଚହଳ ପକାଇ ଦେଇଛି…
