ଛାତ୍ର ସଂସଦ ନିର୍ବାଚନ ଫଳାଫଳ: ଓଡ଼ିଶାର କ୍ୟାମ୍ପସରେ ଏବିଭିପିର ଦବ୍ଦବା, ବିସିଜେଡିର ବିଜୟ ଧାରା; ଅନେକ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ
ଛାତ୍ର ସଂସଦ ନିର୍ବାଚନ ଫଳାଫଳ: ଓଡ଼ିଶାର କ୍ୟାମ୍ପସରେ ଏବିଭିପିର ଦବ୍ଦବା, ବିସିଜେଡିର ବିଜୟ ଧାରା; ଅନେକ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଭୁବନେଶ୍ୱର, ୧୬ ଅକ୍ଟୋବର: ଦୀର୍ଘ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ କ୍ୟାମ୍ପସରେ ଫେରିଛି ଛାତ୍ର ରାଜନୀତିର ଉଷ୍ମତା।…
